ମନୋରଂଜନ

ଚାଲାକି କରି କ୍ୟାଟ୍ରିନାଙ୍କ ବେବି ବମ୍ପକୁ ଲୁଚାଉଛନ୍ତି ଭିକ୍କି! ସାମ୍ନାକୁ ଆସିଲା ପ୍ରାଇଭେଟ୍‌ ଫଟୋ

କ୍ୟାଟ୍ରିନା କୈଫ୍‌ ବର୍ତ୍ତମାନ ମାଲଦ୍ୱୀପରେ ଅଛନ୍ତି ଓ ଜନ୍ମଦିନର ଛୁଟି ମନାଉଛନ୍ତି। ଇତି ମଧ୍ୟରେ ତାଙ୍କର ଅନେକ ଫଟୋ ସାମ୍ନାକୁ ଆସିଛି। କ୍ୟାଟ୍ରିନାଙ୍କ ଜନ୍ମ ଦିନର କେତେକ ଫଟୋ ଏବେ ଭାଇରାଲ ହେଉଛି। ଏହି ଫଟୋକୁ ଦେଖିଲେ ଲାଗୁଛି, ସତେ ଯେମିତି ସେ କିଛି ଲୁଚାଉଛନ୍ତି। ଏବେ କ୍ୟାଟ୍ରିନା କୈଫ୍‌ଙ୍କ ସହ ଭିକ୍କି କୌଶଲ ମଧ୍ୟ ତାଙ୍କ ସାଥ୍‌ ଦେଉଥିବା ଦେଖାଯାଇଛି। ନିକଟରେ ଭିକ୍କି କୌଶଲ ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ସେ ପତ୍ନୀ କ୍ୟାଟ୍ରିନାଙ୍କ ସହ ନଜର ଆସିଛନ୍ତି। ଏହି ଫଟୋରେ ସେ କ୍ୟାଟ୍ରିନାଙ୍କ ବେବି ବମ୍ପକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି।

ବଲିଉଡ୍‌ ଅଭିନେତା ଭିକ୍କି କୌଶଲ ନିକଟରେ ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ସେ କ୍ୟାଟ୍ରିନା କୈଫ୍‌ଙ୍କ ସହ ନଜର ଆସିଛନ୍ତି। କିନ୍ତୁ ଏହି ଫଟୋରେ ଭିକ୍କିଙ୍କ ଅନ୍ଦାଜ ଲୋକଙ୍କ ଧ୍ୟାନ ଆକର୍ଷିତ କରିଛି। ଭିକ୍କିଙ୍କ ଫଟୋ ଉଠାଇବା ଷ୍ଟାଇଲରୁ ଲାଗୁଛି ଯେ ସେ ସତରେ ଯେମିତି କ୍ୟାଟ୍ରିନାଙ୍କ ବେବି ବମ୍ପକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି।

ଅନ୍ୟପଟେ ଏହି ଫଟୋ ସାମ୍ନାକୁ ଆସିବା ପରେ ଲୋକମାନେ ପୁଣିଥରେ କ୍ୟାଟ୍ରିନାଙ୍କ ପ୍ରେଗ୍‌ନାନ୍ସି ନେଇ ଆଲୋଚନା କରିବା ଆରମ୍ଭ କରି ଦେଇଛନ୍ତି। ଏହି ଫଟୋରେ କ୍ୟାଟ୍ରିନା ବିନା ମେକ୍‌ଅପ୍‌ରେ ଥିବା ବେଳେ ଧଳା ରଙ୍ଗର ଲମ୍ବା ଡ୍ରେସ୍‌ ପିନ୍ଧିଛନ୍ତି।

ସୂଚନାଯୋଗ୍ୟ ଯେ କ୍ୟାଟ୍ରିନା କୈଫ୍‌ ଓ ଭିକ୍କି କୌଶଲ ଏବେ ମାଳଦ୍ୱୀପରେ ଛୁଟି କାଟୁଛନ୍ତି। ଏହି ଛୁଟିରେ ତାଙ୍କ ସହ ଭିକ୍କିଙ୍କ ଭାଇ ତଥା ଅଭିନେତା ସନି କୌଶଲ ଓ କିଛି ନିକଟତମ ବନ୍ଧୁ ବି ଯୋଗ ଦେଇଛନ୍ତି।

ପ୍ରକାଶ ଯେ ଆଗକୁ କ୍ୟାଟ୍ରିନା କୈଫ୍‌ଙ୍କର ଫିଲ୍ମ ଫୋନ୍‌ ଭୂତ ଆସୁଛି। ଏହି ଫିଲ୍ମରେ ତାଙ୍କ ସହ ଈଶାନ ଖଟ୍ଟର ଓ ସିଦ୍ଧାନ୍ତ ଚତୁର୍ବେଦୀ ମଧ୍ୟ ନଜର ଆସିବେ। ଏହି ଫିଲ୍ମ ଚଳିତ ବର୍ଷ ନଭେମ୍ବର ୪ ତାରିଖରେ ହଲ୍‌କୁ ଆସିବ। ଏଥିସହ କ୍ୟାଟ୍ରିନା କୈଫ୍‌ ଫିଲ୍ମ ଟାଇଗର ୩ରେ ସଲମାନ ଖାନ୍‌ଙ୍କ ସହ ନଜର ଆସିବେ। ଏହି ଫିଲ୍ମ ଚଳିତ ବର୍ଷ ୨୦୨୩ ରେ ରିଲିଜ୍‌ ହେବ।

Also Read: ଶ୍ରାବଣର ପ୍ରଥମ ସୋମବାରରେ ବନୁଛି ଗଜକେସରୀ ଯୋଗ, ଶିବଙ୍କ କୃପାରୁ ମାଲାମାଲ ହେବେ ଏହି ୫ଟି ରାଶିର ବ୍ୟକ୍ତି

WCW 11

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago