ମନୋରଂଜନ

ବେବି ବମ୍ପ ଦେଖାଇ କ୍ୟୁଟ୍‌ ଫଟୋଶୁଟ୍‌ କଲେ କମେଡି କୁଇନ ଭାରତୀ ସିଂ

କମେଡିଆନ ଭାରତୀ ସିଂ ସବୁବେଳେ ଚର୍ଚ୍ଚାରେ। ନିଜ କମେଡି ସେନ୍ସ ହେଉ ଅବା ଆକ୍ଟିଂ ପାଇଁ ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି। ଏବେ ଭାରତୀ ନିଜ ପ୍ରେଗନେନ୍ସୀକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ୩୭ ବର୍ଷ ବୟସରେ ଭାରତୀ ମା’ ହେବାକୁ ଯାଉଛନ୍ତି। ଆଉ ଖାସ୍‌ ଏଥିପାଇଁ ଭାରତୀ ଫଟୋଶୁଟ୍‌ କରିଛନ୍ତି। ଯେଉଁଥିରେ ଭାରତୀ ବେବି ବମ୍ପ ସହିତ ଫଟୋ ଉଠାଇଛନ୍ତି।

ଏହି ଫଟୋଶୁଟରେ ଭାରତୀ ଏକ ଗୋଲାପୀ ରଙ୍ଗର ଗାଉନ ପିନ୍ଧିଥିବା ନଜର ଆସିଛନ୍ତି। ଏହି ଫିଟିଂ ଗାଉନରେ ଭାରତୀ ନିଜର ବେବି ବମ୍ପ ଦେଖାଇଛନ୍ତି। ଏହି ଫଟୋଶୁଟ୍‌ରେ ଭାରତୀ ତଳେ ଶୋଇ ଫଟୋ ପୋଜ ଦେଉଥିବା ନଜର ଆସିଛନ୍ତି। ଭାରତୀ ଏହି ଲୁକ୍‌ରେ ବହୁତ ସୁନ୍ଦର ଓ କ୍ୟୁଟ୍‌ ନଜର ଆସିଛନ୍ତି।

ଏହି ଫଟୋରେ ଭାରତୀ ସିଂ ଠିଆ ହୋଇ ଫଟୋଶୁଟ୍‌ କରିଥିବା ବେଳେ ଆଉ କେତେ ବେଳେ ନିଜ ପେଟରେ ହାତ ରଖି ପୋଜ ଦେଇଥିବା ନଜର ଆସିଛନ୍ତି। ଫଟୋରେ ଭାରତୀ ଗ୍ଲାମରର୍ସ ଲୁକ୍‌ରେ ନଜର ଆସିଛନ୍ତି। ଏହି ଫଟୋକୁ ଭାରତୀୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଫଟୋ ସେୟାର କରି ଭାରତୀ ମଜାଦାର କ୍ୟାପସନ ମଧ୍ୟ ଲେଖିଛନ୍ତି ଯାହା ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଛି।
ନିକଟରେ ଭାରତୀ ଏବଂ ହର୍ଷଙ୍କ ଫଟୋ ବହୁତ ଚର୍ଚ୍ଚାରେ ରହିଥିଲା। ଏହି ଫଟୋରେ ଭାରତୀ ସିଂ ବେବି ବମ୍ପରେ ନଜର ଆସିଥିଲେ ଆଉ ହର୍ଷ ତାଙ୍କୁ କିସ୍‌ କରୁଥିବା ନଜର ଆସିଥିଲେ।

Swagatika

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

13 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

25 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

37 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

41 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago