ପରସ୍ପରର ହେଲେ ଦୀପବୀର, ବାଜିରାଓଙ୍କର ସବୁଦିନ ପାଇଁ ହୋଇଗଲେ ମସ୍ତାନୀ

ଶେଷରେ ପରସ୍ପରର ହେଲେ ଦୀପବୀର । କୋଙ୍କଣୀ ରୀତରେ ବିବାହ କଲେ ବାଜିରାଓ – ମସ୍ତାନୀ । ଏବେ ୧୫ ତାରିଖରେ ଅର୍ଥାତ୍ ଆସନ୍ତାକାଲି ସିନ୍ଧି ରୀତିନୀତି ଅନୁଯାୟୀ କରିବେ ବିବାହ । ଏହା ପରେ ୨୧ ନଭେମ୍ବରରେ ବେଙ୍ଗାଲୁରୁରେ ଏବଂ ୨୮ ନଭେମ୍ବରରେ ମୁମ୍ବାଇରେ ଦେବେ ଗ୍ରାଣ୍ଡ ରିସେପ୍ସନ୍ ପାର୍ଟି । ଯେଉଁଥିରେ ସାମିଲ୍ ହେବେ ବଲିଉଡର ସମସ୍ତ ତାରକା ।

ତେବେ ଅତିଥୀଙ୍କୁ ଫଟୋ ଉଠାଇବା ପାଇଁ ମନା କରିଛନ୍ତି ଦୀପବୀର । କାରଣ ସେମାନେ ନିଜେ ଏହି ଖୁସିର ମୁହୂର୍ତ୍ତକୁ ସେୟାର୍ କରିବାକୁ ଚାହୁଁଛନ୍ତି । ଅନ୍ଯପଟେ ବିବାହ ପରେ ଉଭୟ ବଲିଉଡ ଏବଂ ପ୍ରଶଂସକଙ୍କ ତରଫରୁ ଛୁଟୁଛି ଶୁଭେଛାର ସୁଅ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.