ବଲିଉଡ ଜଗତର ଜଣେ ପ୍ରତିଷ୍ଠିତ ଓ ବେଶ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଦୀପିକା ପାଦୁକନ । ସେ ଦର୍ଶକ ମାନଙ୍କୁ ନିଜ ଅଭିନୟର ଯାଦୁର ବାନ୍ଧି ରଖିବାର ସଫଳହୋଇପାରିଛନ୍ତି । ତେବେ ଦୀପିକାଙ୍କୁ ଫିଲ୍ମ କଳ୍କି ୨୮୯୮ ଏଡି ସିକ୍ବିଲ ଛାଡିଛନ୍ତି । ଏହା ପର ସେ ନିଜ ନୀରବତା ଭାଙ୍ଗିଛନ୍ତି । ଅଭିନତ୍ରୀ ଶାହାରୁଖ ଖାନଙ୍କ ସହ ଫିଲ୍ମ କିଙ୍ଗ୍ ର ଏକ ଫଟୋ ସେ ୟାର କରିଛନ୍ତି ।
ଦୀପିକା ଶାହାରୁଖଙ୍କ ସହ ଏକ ଫଟୋ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯେଉଁ ଫଟୋରେ ଦୁହେଁ ପରସ୍ପରର ହାତ ଉପର ହାତ ରଖିଥିବା ଦେଖାଯାଇଛି । ଅଭିନେତ୍ରୀ କ୍ୟାପ୍ସନରେ ଲେଖିଛନ୍ତି ଏହି ଫଟୋ ହେଉଛି ଦୀର୍ଘ ୧୮ ବର୍ଷ ପୂର୍ବର ।
ଓମ ଶାନ୍ତି ଓମ୍ ସୁଟିଂ ସମୟର ସେ ମୋତେ ଯେଉଁ ପ୍ରଥମ ଶିକ୍ଷା ଦେଇଥିଲେ । ତାହା ଥିଲା ଏକ ଫିଲ୍ମ ତିଆରି କରିବାର ଅଭିଜ୍ଞତା । ଯେଉଁ ମାନଙ୍କୁ ଆପଣ ତିଆରି କରିବେ ତାହା ଏହାର ସଫଳତା ଅପକ୍ଷା ଅଧିକ ଗୁରୁତ୍ବପୂର୍ଣ । ମୁଁ ଏଥିରେ ସମ୍ପୂର୍ଣ ସହମତ ଅଛି । ସବୁଠାରୁ ମୁଁ ପ୍ରତ୍ୟକ ନିଷ୍ପତି ସହ ଶିକ୍ଷା ଗ୍ରହଣ କରିଛି । ମୁଁ ଭାବୁଛି ଏହି କାରଣରୁ ଆମ ଷଷ୍ଠ ଫିଲ୍ମକୁ ଏକା ସାଥିର କରୁଛୁ ।
ଦୀପିକା ଶାହାରୁଖଙ୍କୁ ଟ୍ୟାଗ କରି #କିଙ୍ଗ ଏବଂ #ଡେ ୱାନକୁ ଲେଖି ପୋଷ୍ଟ କରିଛନ୍ତି । ତେବେ ଏହି ପୋଷ୍ଟ ବଲିଉଡର ସବୁଠାରୁ ଚର୍ଚ୍ଚିତ ଯୋଡ଼ିଙ୍କର । ଏକ ନୂତନ ଅଧ୍ୟାୟକୁ ଆରମ୍ଭ କରିଥିବା ନେଇଁ ସଙ୍କେତ ଦେଉଛି । ୨୦୦୭ ମସିହାର ଓମ ଶାନ୍ତି ଓମ ର ଦୀପିକା ପାଦୁକୋନ ଓ ଶାହାରୁଖ ପ୍ରଥମ ଥର କରି କାମ କରିଥିଲ ।
ଆଉ ଏବେ କିଙ୍ଗ୍ ହେଉଛି ଦୁହିଁଙ୍କର ଷଷ୍ଠ ଫିଲ୍ମ । ଦୀପିକାଙ୍କ ଏହି ଫିଲ୍ମର କାମ କରିବାକୁ ନେଇ ପୂର୍ବରୁ ବେଶ ଚର୍ଚ୍ଚା ହୋଇଥିଲା ଏତେ ଦିନ ପରେ ଅଭିନେତ୍ରୀ ଦୀପିକା ଏହାକୁ କନଫର୍ମ କରିଛନ୍ତି । କଳ୍କି ୨ରୁ ବାହାର ହେବା ପରେ ଦୀପିକା ପାଦୁକନ ବିବାଦକୁ ଆସିଯାଇ ଥିଲେ । ତାଙ୍କୁ ନେଇ ବହୁତ କଥା ଆଲୋଚନା ହୋଇଥିଲା । ଏବେ ଅଭିନେତ୍ରୀଙ୍କର ନୂତନ ପୋଷ୍ଟ କଳ୍କି ଓ ଫିଲ୍ମ ନିର୍ମାତାଙ୍କର ଆଲୋଚନା ପରେ ତାଙ୍କର ସମାଲୋଚକଙ୍କ ମୁହଁ ବନ୍ଦ ହୋଇଯାଇଛି ।
Also read: ୭୫ ବର୍ଷ ବୟସରେ ପାଦ ଦେଲେ ଅଭିନେତ୍ରୀ ଶବାନା ଆଜମୀ, ଜାଭେଦ ଅଖତରଙ୍କ ସହ କଲେ ରୋମାଣ୍ଟିକ୍ ଡ୍ୟାନ୍ସ