ପ୍ରେମ କରୁଥିବା ଯୋଡିଙ୍କ କେମିଷ୍ଟ୍ରି କେମିତି ହେବା ଉଚିତ୍ ? ଏହା ବୁଝିବା ପାଇ ଦେଖନ୍ତୁ ଦୀପିକା – ରଣବୀରଙ୍କ ଏହି ୨୦ ଫଟୋ

ଦୀପବୀରଙ୍କ ବିବାହ ପରର ପ୍ରଥମ ଫଟୋ ଆସିଛି ସାମ୍ନାକୁ । ଉଭୟଙ୍କ ବିବାହକୁ ନେଇ ବଲିଉଡଠୁ ଆରମ୍ଭ କରି ପ୍ରଶଂସକ ସମସ୍ତେ ଉତ୍ସାହିତ । ହେବେ ନି ବି କାହିଁକି , ଦୀର୍ଘ ୬ ବର୍ଷ ପରେ ଏକାଠି ହେଲେ ଯେ ବଲିଉଡରୁ ସବୁଠାରୁ ସୁନ୍ଦର ଯୋଡି । ସବୁଠାରୁ ବଡ଼ କଥା ହେଉଛି ବିବାହ ପରେ କେମିତି ଦେଖାଯାଉଛନ୍ତି ବାଜିରାଓ ମସ୍ତାନୀ ତାହା ଉପରେ ସମସ୍ତଙ୍କ ନଜର । ଆପଣ ବି ଏମିତି କିଛି ଭାବୁଛନ୍ତି ନା ? ବିବାହ ପରେ କେମିତି ଦେଖାଯିବେ ତାହା ତ ପର କଥା । ତେବେ ପ୍ରେମ କରୁଥିବା ଲୋକଙ୍କର କେମିଷ୍ଟ୍ରି କେମିତି ହେବା ଉଚିତ୍ , ଏହାକୁ ବୁଝିବା ପାଇଁ ଦେଖନ୍ତୁ ଦୀପିକା – ରଣବୀରଙ୍କ ଏହି ୨୦ ଫଟୋ ।

 

1

dipika