ବଲିଉଡର ଡିମ୍ପଲ ଗାର୍ଲ ଦୀପିକା ପାଦୁକୋନ ଫିଲ୍ମ ‘ଧୁମ ୪’ରେ ଭିଲେନ ଚରିତ୍ରରେ ନଜର ଆସିପାରନ୍ତି। ୟଶରାଜ ଫିଲ୍ମ ବ୍ୟାନରରେ ‘ଧୁମ ୪’ ନିର୍ମାଣ ହେବା ନେଇ ଅନେକ ଦିନରୁ ଚର୍ଚ୍ଚା ହୋଇଆସୁଛି। ଏହି ଫିଲ୍ମରେ ଦୀପିକା ପାଦୁକୋନଙ୍କୁ ଷ୍ଟାଇଲିଶ ଚୋରଣି ଚରିତ୍ରରେ ଆଣିବାକୁ ୟଶରାଜ ଫିଲ୍ମ ନିଷ୍ପତ୍ତି ନେଇଛି।
ତେବେ ଦୁଇଜଣଙ୍କ ଭିତରେ ଶୁଟିଂ ଡେଟସକୁ ନେଇ କଥାବାର୍ତ୍ତା ଚାଲିଛି। କୁହାଯାଉଛି କି, ଫିଲ୍ମର ଶୁଟିଂ ଚଳିତ ବର୍ଷ ଶେଷ ସୁଦ୍ଧା ଆରମ୍ଭ ହୋଇଯିବ। ସୂଚନାଥାଉ କି, ଧୁମ ସିରିଜର ଫିଲ୍ମଗୁଡ଼ିକରେ ଭିଲେନର ଚରିତ୍ର ବହୁତ ଗୁରୁତ୍ୱପୂର୍ଣ୍ଣ ରହିଥାଏ।
ଧୁମରେ ଜନ ଆବ୍ରାହମ, ଧୁମ ୨ରେ ହୃତିକ ରୋଶନ, ଧୁମ ୩ରେ ଆମିର ଖାନ ଭିଲେନ ଚରିତ୍ରରେ ଅଭିନୟ କରିଥିଲେ, ଯାହାକୁ ଫ୍ୟାନମାନେ ବେଶ ପସନ୍ଦ କରିଥିଲେ।
ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…
ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…
କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…
ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…
ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…
କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…