ଦୀପିକା ପାଦୁକୋନ ଜଣାଇଲେ ରଣବୀର ସିଂହଙ୍କ ବେଡରୁମ୍ ସିକ୍ରେଟ !!

ଦୀପିକା ପାଦୁକୋନ ଏବଂ ରଣବୀର ସିଂହ ବିବାହ ପରେ ସବୁବେଳେ କୌଣସି ନା କୌଣସି ଇଭେଣ୍ଟରେ ସାଥି ହୋଇଯାଉଥିବା ନଜର ଆସୁଛନ୍ତି। ନିକଟରେ ଦୁହିଁଙ୍କୁ ଫେମିନା ବ୍ୟୁଟି ଆୱାର୍ଡର ଅଂଶ କରାଯାଇଥିଲା। ଦୁହେଁ ନିଜର ବୈବାହିକ ଜୀବନକୁ ନେଇ ଖୋଲିକି କୁହନ୍ତି। ଏହି ସମୟରେ ଦିପିକା ରଣବୀରଙ୍କ ବେଡ ସିକ୍ରେଟ ସେୟାର କରିଛନ୍ତି।

ଦୀପିକାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦୀପିକା ପାଦୁକୋନଙ୍କୁ ରଣବୀର ସିଂହଙ୍କ ବ୍ୟୁଟି ସିକ୍ରେଟ ବିଷୟରେ ପ୍ରଶ୍ନ କରାଗଲା। ଏହି ସମୟରେ ଦିପିକା କହିଲେ ଯେ ରଣବୀର ବହୁତ ସମୟ ପର୍ଯ୍ୟନ୍ତ ୱାସରୁମରେ ରୁହନ୍ତି। ଟୟଲେଟ ଗଲେ ବି ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ରୁହନ୍ତି।

ranveerଏହା ସହିତ ଦୀପିକା ଏହା ମଧ୍ୟ କହିଥିଲେ ଯେ କୁଆଡେ ଯିବାକୁ ଥିଲେ ସେ ବହୁତ ସମୟ ଯାଏ ବାହାରନ୍ତି। ଏହି ସବୁ କହି ଦୀପିକା ଆହୁରି କହିଲେ ଯେ ‘ସେ ବେଡରେ ମଧ୍ୟ ବହୁତ ସମୟ ନେଇଥାନ୍ତି। ଏହି କଥା ଶୁଣି ସେଠାରେ ଥିବା ଅଡିୟାନ୍ସ ମାନେ ହସିଲେ।’ ଦୀପିକା ନିଜକୁ ଠିକ କରି କହିଲେ ଯେ,‘ମୋର କହିବା କଥା ଯେ ବିଛଣାକୁ ଶୋଇବା ପାଇଁ ଆସିବାକୁ ସେ ବହୁତ ଡେରି କରନ୍ତି।

ଏହି ଆୱାର୍ଡ ଫଙ୍କସନରେ ଦୀପିକା ରଣବୀର ସିଂହଙ୍କ କପଡାକୁ ନେଇ ମଧ୍ୟ କହିଛନ୍ତି। ଦୀପିକା କହିଲେ ଯେ ଯେତେବେଳେ ବି ରଣବୀରଙ୍କୁ କୁଆଡେ ଯିବାର ଥିବ ତେବେ ସେ ପ୍ରଥମେ ମୋତେ ହିଁ ଆଣିକି ଦେଖାଇଥାନ୍ତି। ମୁଁ ପସନ୍ଦ କରିବା ପରେ ହିଁ ସେ ସେହି କପଡା ପିନ୍ଧିଥାନ୍ତି। ଏହି ଆୱାର୍ଡ ଫଙ୍କସନରେ ଦିପିକାଙ୍କୁ ଫେମିନା ଓମେନ ଅଫ୍ ଦ ଇଅର ଆୱାର୍ଡ ମିଳିଲା।

Leave A Reply

Your email address will not be published.