ମନୋରଂଜନ

ରିଲିଜ ହେଲା ଫିଲ୍ମ “ପୃଥ୍ୱୀରାଜ”ର ଟ୍ରେଲର, ଫ୍ୟାନ୍ସ ମାନଙ୍କୁ ଅକ୍ଷୟ ଦେଲେ ଏମିତି କିଛି ବାର୍ତ୍ତା

ବଲିଉଡର ଖିଲାଡୀ କୁମାର ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ପୃଥ୍ୱୀରାଜର ନୂଆ ଟ୍ରେଲର ରିଲିଜ ହୋଇଛି । ଡାକ୍ତର ଚନ୍ଦ୍ରପ୍ରକାଶ ଦ୍ବିବେଦୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ପୃଥ୍ୱୀରାଜ ଚୌହାନଙ୍କ ଜୀବନ ଓ ତାଙ୍କ ପରାକ୍ରମତା ଉପରେ ଆଧାରିତ । ଏହି ଫିଲ୍ମରେ ଅକ୍ଷୟ ପୃଥ୍ୱୀରାଜଙ୍କ ଭୂମିକା ନିଭାଉଛନ୍ତି । ଯେବେକି ମାନୁଷୀ ଚିଲ୍ଲାର ଏଥିରେ ପୃଥ୍ୱୀରାଜଙ୍କ ପ୍ରେମିକା ରାଜକୁମାରୀ ସୟୋଙ୍ଗିତା ଭୂମିକାରେ ଦେଖାଦେବେ । ଫିଲ୍ମ ପୃଥ୍ୱୀରାଜର ନୂଆ ଟ୍ରେଲର ରିଲିଜ ହୋଇଯାଇଛି ।

ଏହାର ଟ୍ରେଲର ଅକ୍ଷୟ କୁମାର ଫ୍ୟାନ୍ସ ମାନଙ୍କ ସହିତ ସେୟାର ବି କରିଛନ୍ତି । ଯାହାର କ୍ୟାପ୍ସନରେ ସେ ଲେଖିଛନ୍ତିକି, ସମ୍ରାଟ ପୃଥ୍ୱୀରାଜଙ୍କ ହୃଦୟ ଗୋଟେ ବାଘ ଭଳି ଥିଲା ଆଉ ତାଙ୍କ ସାହସର କିଛି ସୀମା ନଥିଲା । ଏହା ସହିତ ପୁରା ଫିଲ୍ମକୁ ଥିଏଟରରେ ଦେଖିବାକୁ ଫ୍ୟାନ୍ସ ମାନଙ୍କୁ ନିବେଦନ କରିଛନ୍ତି ଅକ୍ଷୟ କୁମାର । କହିରହିବା ଉଚିତ ହେବକି ଆସନ୍ତା ଜୁନରେ ପୃଥ୍ୱୀରାଜ ହିନ୍ଦୀ, ତାମିଲି, ତେଲୁଗୁ ଭାଷାରେ ରିଲିଜ ହେବାକୁ ଯାଉଛି ।

 

KNews Bureau

Recent Posts

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

4 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

6 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

14 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

39 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

48 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago