ପରଦାରେ ମୁହାଁମୁହିଁ ହେବେ ଟାଇଗର-ପଠାନ୍: ଫିଲ୍ମରେ ଏକାଠି ଅଭିନୟ କରିବେ ଶାହାରୁଖ ଓ ସଲମାନ ଖାନ୍

ମୁହାଁମୁହିଁ ହେବେ ଟାଇଗର-ପଠାନ। ୨୦୨୪ରେ ପରଦାକୁ ଆସିବ ଟାଇଗର VS ପଠାନ। ଫିଲ୍ମରେ ଏକାଠି ଅଭିନୟ କରିବେ ଶାହାରୁଖ ଓ ସଲମାନ ଖାନ। ଫିଲ୍ମ ନିର୍ମାଣ କରୁଛି YRF ଫିଲ୍ମ। ଏହି ସ୍ପାଏ-ଆକ୍ସନ ଫିଲ୍ମର ଘୋଷଣା ଗ୍ରାଣ୍ଡ ୱେରେ କରିବାକୁ ଚାହେଁ ପ୍ରଡକ୍ସନ ହାଉସ।

ମୁମ୍ବାଇ: ପରଦାରେ ମୁହାଁମୁହିଁ ହେବେ ଟାଇଗର-ପଠାନ। ୨୦୨୪ରେ ପରଦାକୁ ଆସିବ ଟାଇଗର VS ପଠାନ। ଫିଲ୍ମରେ ଏକାଠି ଅଭିନୟ କରିବେ ଶାହାରୁଖ ଓ ସଲମାନ ଖାନ। ଫିଲ୍ମ ନିର୍ମାଣ କରୁଛି YRF ଫିଲ୍ମ। ଏହି ସ୍ପାଏ-ଆକ୍ସନ ଫିଲ୍ମର ଘୋଷଣା ଗ୍ରାଣ୍ଡ ୱେରେ କରିବାକୁ ଚାହେଁ ପ୍ରଡକ୍ସନ ହାଉସ।

ଏବେ ଫିଲ୍ମ ଉପରେ କାମ ଆରମ୍ଭ ହୋଇଛି। ଫିଲ୍ମ ନିର୍ମାତା ଆଦିତ୍ୟ ଚୋପ୍ରା ଫିଲ୍ମ ବିଷୟରେ ଅଧିକ କିଛି ସୂଚନା ଦେବାକୁ ଚାହୁଁନାହାନ୍ତି। ମାତ୍ର ବଲିଉଡରେ ଏହା ବହୁତ ବଡ଼ ଫିଲ୍ମ ହେବ ବୋଲି କୁହାଯାଉଛି । ଆଗକୁ ଟାଇଗର-୩ରେ ନଜର ଆସିବେ ସଲମାନ ଖାନ୍‌। ଫିଲ୍ମରେ ଶାହାରୁଖ ମଧ୍ୟ ସ୍ପେଶିଆଲ ଆପରିୟାନ୍ସ ନଜର ଆସିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.