ଅକ୍ଷୟ କୁମାରଙ୍କ ଜବରଦସ୍ତ ଆକ୍ଟିଂକୁ ନେଇ ସିନେମା ଗୋଲ୍ଡ : ଫ୍ଲୋରକୁ ଆସିଲା ଟ୍ରେଲର୍

ରିଲିଜ ହେଲା ଫିଲ୍ମ ଗୋଲ୍ଡର ଟ୍ରେଲର । ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଜବରଦସ୍ତ ଆକ୍ଟିଂ ଦେଖିବାକୁ ମିଳିଛି ଫିଲ୍ମରେ । ସିନେମାରେ ଜଣେ ହକି ଖେଳାଳି ଭୂମିକାରେ ନଜର ଆସିଛନ୍ତି ଅକ୍ଷୟ । ଏହା ସହ ଫିଲ୍ମରେ ରହିଛି ଦେଶଭକ୍ତିର ବାର୍ତ୍ତା । ଟେଲିଭିଜନ ଶୋ’ ନାଗିନ ଜରିଆରେ ସାରା ଦେଶରେ ଫେମସ୍ ହୋଇଥିବା ମନି ରୟ ଫିଲ୍ମ ‘ଗୋଲ୍ଡ’ ଜରିଆରେ ବଲିଉଡ୍ରେ ଡେବ୍ୟୁ କରିଛନ୍ତି। ୧୫ଅଗଷ୍ଟରେ ରିଲିଜ ହେବ ଫିଲ୍ମ । ଏହାର ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳିଛନ୍ତି ରୀମା କାଗତି।
ଦେଖନ୍ତୁ ଏହି ଟ୍ରେଲର :