ଗୁଲ୍ ମକାଇର ମୋସନ ପୋଷ୍ଟର ରିଲିଜ୍ !

Malala-biopicମୁମ୍ବାଇ: ନୋବେଲ ବିଜେତା ମଲାଲା ୟୁସଫଜାଇଙ୍କ ଜୀବନ କାହାଣୀକୁ ନେଇ ନିର୍ମିତ ହୋଇଛି ଫିଲ୍ମ। ନିକଟରେ ଗୁଲ୍ ମକାଇର ମୋସନ ପୋଷ୍ଟର ରିଲିଜ ହୋଇଛି। ଏଥିରେ ମଲାଲାଙ୍କ ଭୂମିକାରେ ଅଛନ୍ତି ଟିଭି ଆକ୍ଟର ରିମ୍ ଶେଖ। ଶିକ୍ଷା ଗ୍ରହଣ କରିବା ପାଇଁ ମଲାଲା ଯେଉଁ ସଂଘର୍ଷ କରିଛନ୍ତି, ତାହାକୁ ଏହି ଫିଲ୍ମରେ ତାର ବର୍ଣ୍ଣନା ହୋଇଛି। ଫିଲ୍ମଟିର ନିର୍ଦ୍ଦେଶନା ଦାୟିତ୍ବରେ ରହିଛନ୍ତି ଅମଜଦ୍ ଖାନ୍ । ଫିଲ୍ମରେ ଦିବ୍ୟା ଦତ୍ତ, ମୁକେଶ ରିଷି, ଅଭିମନ୍ୟୁ ସିଂ ଏବଂ ଆଜାଜ ଖାନଙ୍କୁ ଦେଖିବାକୁ ମିଳିବ।

Leave A Reply

Your email address will not be published.