ମନୋରଂଜନ

ଶାହରୁଖ ଖାନଙ୍କୁ ପୁଅ ଅବରାମଙ୍କୁ ମିଳିଲା ଏହି ସମ୍ମାନ, ଖୁସିରେ କିଙ୍ଗଖାନଙ୍କ ଫୁଲି ଉଠୁଛି ଛାତି

ବଲିଉଡର କିଙ୍ଗ୍ ଖାନ ଶାହରୁଖ୍ ଖାନ ଏବେ ଫିଲ୍ମରେ ଅଧିକାଂଶ ନ ଆସୁଥିଲେ ମଧ୍ୟ ସୋସିଆଲ ମିଡିଆରେ ଲଗାତାର ଆକ୍ଟିଭ୍ ରଖୁଛନ୍ତି। ନିକଟରେ ତାଙ୍କ ପୁଅ ଅବରାମ ଖାନ୍ ତାଇକୋଣ୍ଡାରେ ଗୋଲଡ୍ ମେଡାଲ ଜିତିଛନ୍ତି। ଯାହାର ଫଟୋକୁ ଶାହରୁଖ୍ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି।

ଶାହରୁଖ ପୁଅ ଅବରାମଙ୍କ ଫଟୋ ସେୟାର କରି କହିଛନ୍ତି ଏହି ମେଡାଲକୁ ମିଶାଇ ମୋତେ ଲାଗୁଛି ମୋ ପୁଅ ପାଖରେ ମୋ ଠାରୁ ବି ଅଧିକ ଆଓ୍ଵାର୍ଡ ଅଛି। ଶାହରୁଖ୍ ଖାନଙ୍କର ଏହି ଫଟୋକୁ ଦେଖି ଲାଗୁଛି ସେ ଏଥିରେ ବହୁତ ଖୁସ୍ ଅଛନ୍ତି। ଖାସ୍ କଥା ଏୟା ଯେ ଅବରାମ ଖାନଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।

ଏହି ଫଟୋରେ ଅବରାମ ତାଇକୋଣ୍ଡା ଲଢ଼ୁଥିବା ନଜର ଆସୁଛନ୍ତି। ତାଙ୍କ ଅଣ୍ଟାରେ ହଳଦିଆ ବେଲ୍ଟ ଏବଂ ଗଳାରେ ଗୋଲଡ ମେଡାଲ ମଧ୍ୟ ନଜର ଆସୁଛି। ଫଟୋରେ ଶାହରୁଖ ବହୁତ ଖୁସି ଥିବା ଜଣାପଡୁଛି। ସବୁଠୁ ଖାସ୍ କଥା ହେଉଉି ଶାହରୁଖଙ୍କର ଏହି ପୁଅ ଅବିକଳ ଶାହରୁଖଙ୍କ ଭଳି ଦେଖିବାକୁ।

କିଙ୍ଗ୍ ଖାନଙ୍କ ତିନି ପୁଅ ଓ ଝିଅ ଫିଲ୍ମ ଜଗତରୁ ଦୂରରେ ଥାଇ ବି ବହୁତ ଚର୍ଚ୍ଚାରେ ରହୁଛନ୍ତି। ନିଜ ଫଟୋ ଏବଂ ଭିଡିଓ ପାଇଁ ଏମାନେ ଚର୍ଚ୍ଚା ସାଉଁଟୁଛନ୍ତି। ସେହିପରି ଶାହରୁଖ୍ ଖାନଙ୍କ ବିଷୟରେ କହିବାକୁ ଗଲେ ସେ ଶେଷ ଥର ପାଇଁ ଫିଲ୍ମ ଜିରୋରେ ନଜର ଆସିଥିଲେ।

Pritiparna

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

17 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

28 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

41 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

44 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago