ବର୍ଷା-ଅନୁଭବଙ୍କୁ ହାଇକୋର୍ଟଙ୍କ ତାଗିଦ, ଦୁହିଁଙ୍କୁ ସୋସିଆଲ ମିଡ଼ିଆ ମନା

ବର୍ଷା-ଅନୁଭବଙ୍କୁ ସୋସିଆଲ ମିଡ଼ିଆ ମନା  । ବର୍ଷା-ଅନୁଭବଙ୍କୁ ତାଗିଦ କଲେ ହାଇକୋର୍ଟ  । କେହି କାହା ବିରୋଧରେ ମନ୍ତବ୍ୟ ନଦେବାକୁ ଉଭୟଙ୍କୁ ତାଗିଦ କଲେ ହାଇକୋର୍ଟ  । ଆଗକୁ ଆଉ କୌଣସି ଭିଡିଓ ପୋଷ୍ଟ ନକରିବାକୁ ଅନୁଭବଙ୍କୁ ତାଗିଦ କଲେ ହାଇକୋର୍ଟ  । ଜୁଲାଇ ୪ ତାରିଖ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି | କହିରଖିବା ଉଚିତ ହେବକି ସୋସିଆଲ ମିଡିଆରେ ଅନୁଭବଙ୍କ ଭିଡିଓ ପୋଷ୍ଟକୁ ନେଇ ହାଇକୋର୍ଟ ଯାଇଥିଲେ ବର୍ଷା  ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.