ରଣବୀର ନୁହେଁ ହ୍ରିତିକ ପୂରା କଲେ ଦୀପିକାଙ୍କ ଇଚ୍ଛା, ଏବେ ସୋସିଆଲ ମିଡିଆରେ ଭିଡିଓ ହେଉଛି ଭାଇରାଲ୍‌

ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନ ଏବଂ ଅଭିନେତ୍ରୀ ଦୀପିକା ପାଦୁକନଙ୍କର ଏକ ଭିଡିଓ ଇଣ୍ଟରନେଟରେ ଖୁବ ଭାଇରଲ ହେଉଛି।ଭିଡିଓରେ ହ୍ରିତିକ ରୋଶନ, ଦୀପିକା ପାଦୁକନଙ୍କର ଏକ ଇଚ୍ଛାକୁ ପୂରଣ କରୁଥିବା ଦେଖିବାକୁ ମିଳୁଛି। ବଲିଉଡର ମସ୍ତାନୀ ଦୀପିକା ପାଦୁକନ ଏବଂ ଆକ୍ଟର ହ୍ରିତିକ ରୋଶନ ନିକଟରେ ରୋହିଣୀ ଅଭ୍ୟରଙ୍କ ହାଉସ ପାର୍ଟିରେ ପହଞ୍ଚିଛନ୍ତି। ଏହି ପାର୍ଟିର ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି।

ଭିଡିଓରେ ହ୍ରିତିକ ଦୀପିକାଙ୍କୁ ଚକୋଲେଟ୍‌ ଖୁଆଉଥିବାର ଦେଖିବାକୁ ମିଳୁଛି। ଦୁହିଁଙ୍କର ଏହି ଭିଡିଓକୁ ଫ୍ୟାନ୍ସ ଖବୁ ପସନ୍ଦ କରୁଛନ୍ତି। ଦୁହିଁଙ୍କ ଯୋଡିକୁ ଦର୍ଶକ ଖୁବ୍‌ ପସନ୍ଦ କରୁଛନ୍ତି। ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ସଫା ଭାବରେ ଦେଖିପାରୁଥିବେ ଯେ ହ୍ରିତିକ ଦୀପିକାଙ୍କୁ ବହୁତ ର୍ହି ସ୍ନେହଏବଂ ପ୍ରେମରେ କେକ୍‌ ଖୁଆଉଛନ୍ତି। ଏହି ଭିଡିଓକୁ ହ୍ରିତିକଙ୍କ ଫ୍ୟାନ୍‌ କ୍ଲବ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.