ମନୋରଂଜନ

କୌଣସି ଫିଲ୍ମ ଠାରୁ କମ୍‌ ନୁହେଁ ନେହା କକ୍କରଙ୍କ ସଫଳତାର କାହାଣୀ, ପଢ଼ିଲେ ଜାଣିପାରିବେ ଆପଣ

ବର୍ଷାର ବିନ୍ଦୁ ଦେଖିବାକୁ ବହୁତ ଛୋଟ, କିନ୍ତୁ ତାହା ଲଗାତର ବର୍ଷିବା ଦ୍ୱାରା ନଦୀ ସ୍ରୋତ ବନିଯାଏ। ସେମିତି ହିଁ ଆମର ଛୋଟ ଛୋଟ ଚେଷ୍ଟାରୁ ହିଁ ଜୀବନରେ ବଡ ପରିବର୍ତ୍ତନ ଆଣିପାରେ। ନିକଟରେ ସିଙ୍ଗର କ୍ୱିନ ନେହା କକ୍କର ରୋହନପ୍ରୀତ ସିଂହଙ୍କୁ ବିବାହ କରିଛନ୍ତି। ନେହା ତାଙ୍କ ସିଙ୍ଗିଙ୍ଗର ଜାଦୁରେ ଲୋକମାନଙ୍କୁ ଦିଓ୍ଵାନା କରିଦିଅନ୍ତି। ଯେହେତୁ ନେହା ଏବେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି, ଆଉ ସୋସିଆଲ ମିଡିଆରେ ବିବାହ ବେଳର ଅନେକ ମୂହୁର୍ତ୍ତ ଭାଇରାଲ ହେଉଛି, ସେଥିପାଇଁ ଆମେ ବି ଚାହିଁଲୁ ନେହାଙ୍କ ବିଷୟରେ ଆପଣଙ୍କୁ ଅଧିକ କିଛି ଜଣାଇବାକୁ। ଆଜି ଆମେ ଆପଣଙ୍କୁ ସିଙ୍ଗଙ୍ଗ କ୍ୱିନ ନେହା କକ୍କରଙ୍କ ଷ୍ଟ୍ରଗଲ ଲାଇଫ୍‌ ବିଷୟରେ ଜଣାଇବୁ।

ନେହା ଇଣ୍ଡିଆନ ସାକିରା ଏବଂ ସିଗିଙ୍ଗ୍‌ କ୍ୱିନ ନାମରେ ଲୋକଙ୍କ ମଧ୍ୟରେ ବେଶ୍‌ ଜଣାଶୁଣା। ମାତ୍ର ୪ ବର୍ଷ ବୟସରେ ମାତାଙ୍କ ଜଗରାତାରେ ସେ ଗୀତ ଗାଇବା ଆରମ୍ଭ କରିଥିଲେ। ୧୯୮୮ରେ ହୃଷିକେଶ ଉତ୍ତରାଖଣ୍ଡରେ ନେହାଙ୍କର ଜନ୍ମ। ଏହାପରେ ନେହାଙ୍କ ଫ୍ୟାମିଲୀ ଦିଲ୍ଲୀକୁ ସିଫ୍ଟ ହୋଇଥିଲେ। ନେହା ଏକ ମିଡିଲ୍‌ କ୍ଲାସ ଫ୍ୟାମିଲିର ଥିଲେ ଏବଂ ନେହାଙ୍କୁ ପିଲାବେଳୁ ହିଁ ଗୀତ ଗାଇବାକୁ ବହୁତ ସଉକ ଥିଲା। କାହିଁକିନା ତାଙ୍କ ବଡ ଭଉଣୀ ସୋନୁ କକ୍କର ବି ଜଣେ ସିଙ୍ଗର ଥିଲେ ଏବଂ ସେ ମାତାଙ୍କ ଜଗରାତାରେ ଭଜନ ଗାଉଥିଲେ। ନେହା ତାଙ୍କ ଭଉଣୀଙ୍କୁ ଗୀତ ଗାଇବାର ଦେଖି ପ୍ରଭାବିତ ହୋଇଥିଲେ। ଯାହାପରେ ନେହା ମଧ୍ୟ ଗାଇବା ଆରମ୍ଭ କରିଦେଲେ।

ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ ନେହା ଏକାଦଶ ପର୍ଯ୍ୟନ୍ତ ପଢ଼ି ପାଠ ବନ୍ଦ କରିଦେଇଥିଲେ। ଏହାପଛର କାରଣ ବି ଆପଣଙ୍କୁ ଜଣାଇବୁ। ନେହା ଅଧାରୁ ପଢ଼ା ବନ୍ଦ କରିବାର କାରଣ ହେଉଛି ସେହି ସମୟରେ ବହୁତ ପପୁଲାର ରିୟାଲିଟି ଶୋ ଇଣ୍ଡିଆନ୍‌ ଆଇଡଲ ଚାଲୁଥିଲା। ନେହା ଏଥିରେ ପାଟିସିପେଟ୍‌ କଲେ ଏବଂ ସିଲେକ୍ଟ ବି ହେଲେ। ବାସ୍‌ ଏହାପରେ ନେହାଙ୍କ ଲାଇଫ୍‌ ପୂରାପୁରି ବଳଦିଗଲା। ନେହାଙ୍କୁ ଷ୍ଟଡି ଏବଂ ପ୍ୟାସନ ମଧ୍ୟରୁ ଗୋଟିଏ ବାଛିବାକୁ ଥିଲା, ଏବଂ ବହୁତ ଭାବିବା ପରେ ସେ ପ୍ୟାସନକୁ ବାଛିଲେ। ଆଉ ପାଠପଢ଼ାକୁ ଇଲେଭେନ ଷ୍ଟାଣ୍ଡାର୍ଡରୁ ହିଁ ଅଲବିଦା କହିଦେଲେ।

ଏହାପରେ ନେହା ବହୁତ ପରିଶ୍ରମ କଲେ ଏବଂ ଲୋକଙ୍କୁ ନିଜ ସିଙ୍ଗିଙ୍ଗ ଟ୍ୟାଲେଣ୍ଟର ଜାଦୁରେ ଦିଓ୍ଵାନା କରିଦେଲେ। ସେ ଇଣ୍ଡିଆନ ଆଇଡଲରେ ଟପ୍‌ ଫାଇଭରେ ଥିଲେ କିନ୍ତୁ ଦୁର୍ଭାଗ୍ୟବସତଃ ସେ ଫାଇନାଲର ବିଜୟ ମୁକୁଟ ପିନ୍ଧି ପାରିନଥିଲେ। ଏହି ସମୟରେ ନେହାଙ୍କୁ ବହୁତ କଷ୍ଟ ହେଲା ସେ ବହୁତ ଷ୍ଟ୍ରେସରେ ବି ଥିଲେ କିନ୍ତୁ ହାର ମାନିଲେନାହିଁ। କିଛି ଦିନ ପରେ ନେହା ଏକ ଆଲବମ୍‌ ବାହାର କଲେ ଯାହାର ନାଁ ଥିଲା ନେହା ଦ ରକଷ୍ଟାର। ନେହାଙ୍କର ଏହି ଆଲବମ୍‌ ବହୁତ ହି ଫେମସ ଏବଂ ପପୁଲାର ହୋଇଗଲା। ଯାହା ନେହାଙ୍କ କନଫିଡେଣ୍ଟ ବଢ଼ାଇଲା ଏବଂ ଏହାପରେ ନେହା ଗୋଟେ ପରେ ଗୋଟେ ହିଟ୍‌ ଗୀତ ଗାଇଲେ। ଏହି ସମୟରେ ନେହା ୟୁଟ୍ୟୁବରେ ନିଜ ସଙ୍ଗ୍‌ ଅପଲୋଡ କରିବା ଆରମ୍ଭ କଲେ ଏବଂ ୟୁଟ୍ୟୁବ ବି ନେହାଙ୍କୁ ରାତାରାତି ଷ୍ଟାର ବନାଇଦେଲା। ନେହାଙ୍କ ଗୀତ ‘ମିଲ ହୋ ତୁମ୍‌ ହମକୋ’ ୟୁଟ୍ୟୁବରେ ବହୁତ ବଡ ସୁପରହିଟ୍‌ ହେଲା।

ଆଜି ବି ଲୋକେ ନେହାଙ୍କର ଏହି ଗୀତର ଦିଓ୍ଵାନା। ନେହାଙ୍କ ସହିତ କାମ କରିବାକୁ ବହୁତ ମ୍ୟୁଜିକ ଡିରେକ୍ଟର ଚାହିଁଲେ, ଯାହାପରେ ଧୀରେ ଧୀରେ ନେହା ସଫଳତାର ପାହାଚ ଚଢ଼ିବାକୁ ଲାଗିଲେ। ଆପଣ ବହୁତ ଥର ଦେଖିଥିବେ ରିୟାଲିଟୀ ଶୋରେ ନେହା ତାଙ୍କ ଥ୍ରୋବ୍ୟାକ କଥା କହିବାବେଳେ କାନ୍ଦି ପକାନ୍ତି। ନେହା ଗୋଟେ ରିୟାଲିଟୀ ଶୋରେ କହିଥିଲେ ଯେ ତାଙ୍କ ବାପା କିପରି ଭାବେ ସେମାନଙ୍କୁ ବଡ କରିବା ପାଇଁ ସଂଘର୍ଷ କରିଥିଲେ। ନେହା କୁହନ୍ତି ଯେ ସେ ଏହା କେବେବି ଭୁଲିପାରିବୋହିଁ ଯେ ତାଙ୍କ ବାପା ତାଙ୍କ ବଡ ଭଉଣୀ ସୋନୁ କକ୍କରଙ୍କ ସାମ୍ନାରେ ସିଙ୍ଗଡା ବିକ୍ରି କରୁଥିଲେ ଆଉ ତାଙ୍କ ଭଉଣୀଙ୍କ ସାଙ୍ଗ ତାଙ୍କ ବାପାଙ୍କୁ ଚିଡାଉଥିଲେ। କିନ୍ତୁ ଏତେ ସବୁ ଷ୍ଟ୍ରଗଲ ଭିତରେ ନେହା କେବେବି ହାର ମାନିନାହାଁନ୍ତି।

Pritiparna

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

17 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

19 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

25 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

34 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

34 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

52 mins ago