ମନୋରଂଜନ

ଭାରତ-ପାକିସ୍ତାନ ମ୍ୟାଚ୍ ଥାଇ ବି ୱିକେଣ୍ଡରେ ରେକର୍ଡ କଲା ‘ଜୱାନ’, ୪ଦିନରେ ୨୫୨ କୋଟି କଲେକ୍ସନ

ମୁମ୍ବାଇ: ବକ୍ସ ଅଫିସରେ ଦମଦାର କଲେକ୍ସନ କରୁଛି ଶାହାରୁଖ ଖାନଙ୍କ ଫିଲ୍ମ ଜୱାନ । କୁହାଯାଉଛି ବଲିଉଡର ସବୁ ଫିଲ୍ମର ରେକର୍ଡ ଭାଙ୍ଗିବ ଜୱାନ । ରେକର୍ଡ ବ୍ରେକର ସାବ୍ୟସ୍ତ ହେବ। ୱିକେଣ୍ଡ କଲେକ୍ସନରେ ରେକର୍ଡ କରିଛି ଫିଲ୍ମ । ୪ଦିନରେ କଲେକ୍ସନ କରିଛି ୨୫୨ କୋଟି । ୭ ସେପ୍ଟେମ୍ବରରେ ରିଲିଜ ହୋଇଛି ଫିଲ୍ମ । ଶନିବାର ଫିଲ୍ମ ୬୭ କୋଟି କଲେକ୍ସନ କରିଛି । ଯାହା ଦିନିକିଆ କଲେକ୍ସନରେ ରେକର୍ଡ ।

ତେବେ ରବିବାର ମଧ୍ୟ ଥମିନି ଫିଲ୍ମର କ୍ରେଜ। ଭାରତ ପାକିସ୍ତାନ ମ୍ୟାଚ ଥାଇ ମଧ୍ୟ ଦମଦାର କଲେକ୍ସନ କରିଛି ଫିଲ୍ମ । ୪ଦିନରେ ଫିଲ୍ମ କଲେକ୍ସନ କରିଛି ୨୫୨ କୋଟି । ସୋମବାର ସୁଦ୍ଧା ୩୦୦କୋଟି ପାର କରିବ ବୋଲି ଫିଲ୍ମ ସମୀକ୍ଷକ ଆକଳନ କରୁଛନ୍ତି ।

ଦମଦାର ଆକ୍ସନରେ ଭରପୁର ରହିଛି ଫିଲ୍ମ । ଏଟଲିଙ୍କ ନିର୍ଦ୍ଦେଶନାରେ ଜୱାନରେ ନୟନତାରା, ବିଜୟ ସେତୁପତି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଦୀପିକା ପାଦୁକୋନ୍ , ସାନ୍ୟା ମଲହୋତ୍ରା ଓ ସୁନୀଲ ଗ୍ରୋଭର ବି ଗୁରୁତ୍ବ ପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ।

Sonalisa

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

15 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

23 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

30 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

38 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

40 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

48 mins ago