ମନୋରଂଜନ

ଲିକ୍ ହେଲା ଜନ୍ ଆବ୍ରାହମଙ୍କ ଆଟାକ୍ ମୁଭି, ଅନଲାଇନରେ ଏହି ୱେବସାଇଟରୁ HD ପ୍ରିଣ୍ଟରେ ଡାଉନଲୋଡ୍ ହେଉଛି ଫିଲ୍ମ

ଏସ୍  ଏସ୍ ରାଜାମୌଲିଙ୍କ ଫିଲ୍ମ RRR ଲିକ୍ ହେବା ପରେ ଜନଙ୍କ ଫିଲ୍ମ ବର୍ତ୍ତମାନ ଫିଲ୍ମ ପାଇରେସି ମାଧ୍ୟମରେ ଚୋରା ସାଇଟରେ ମାଗଣା ଡାଉନଲୋଡ୍ ପାଇଁ ଉପଲବ୍ଧ । ଫିଲ୍ମ ‘ଆଟାକ୍’ ର ରିଲିଜ୍ ଗୋଟେ ଦିନ ହିଁ ହେଇଛି ହେଲେ ଫିଲ୍ମ ବର୍ତ୍ତମାନ ଅନଲାଇନରେ ଲିକ୍ ହୋଇଯାଇଛି। ତେବେ ଏଭଳି ପରିସ୍ଥିତିରେ ଏହି ଫିଲ୍ମ ଯେହେତୁ ରିଲିଜ୍ ହେବାର ଗୋଟେ ଦିନ ପରେ ହିଁ ଲିକ୍ ହୋଇଛି, ଏଥିପାଇଁ ଫିଲ୍ମକୁ ଘାଟା ମଧ୍ୟ ହୋଇପାରେ। କାରଣ ଜନ୍ ଆବ୍ରାହମଙ୍କ ଫିଲ୍ମ ଆଟାକ୍ ଅନଲାଇନରେ HD ପ୍ରିଣ୍ଟରେ ଡାଉନଲୋଡ୍ ହେଉଛି। ଏକ ଟିଭି ରିପୋର୍ଟ ଅନୁଯାୟୀ, ତାମିଲ୍ରକର୍ସ, ଫିମିୱାପ୍ ଏବଂ ଅନ୍ୟାନ୍ୟ ଟୋରେଣ୍ଟ୍ ସାଇଟ୍ ଦ୍ୱାରା HD 720p, 480p, mp4 ରେ ଏହା ମାଗଣା ଡାଉନଲୋଡ୍ ପାଇଁ ଉପଲବ୍ଧ। ଏପରିକି ଅନେକ ଲୋକ ଏହାକୁ ଡାଉନଲୋଡ୍ କରିଛନ୍ତି।

ଏପରି ଅନେକ ସିନେମା ମଧ୍ୟ ଲିକ୍ ହୋଇଛି। ଏଥିରେ ପ୍ରଭାସ ଏବଂ ପୂଜାଙ୍କ ଫିଲ୍ମ ‘ରାଧେ ଶ୍ୟାମ’, ସଲମାନ ଖାନଙ୍କ ରାଧେ, ପାରିନୀତି ଚୋପ୍ରାଙ୍କ ‘ସାଇନା’ ଏବଂ ଆହୁରି ଅନେକ ରହିଛି ଲିକ୍ ହୋଇଥିବା ଫିଲ୍ମ ଲିଷ୍ଟରେ । ଲକ୍ଷ ରାଜ ଆନନ୍ଦଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଆଟାକ୍ ପ୍ରଥମ ଦିନରେ କମ୍ ଟଙ୍କା ଇନକମ କରିଛି। ପ୍ରଥମ ଦିନରେ ଏହି ଚଳଚ୍ଚିତ୍ରଟି ମାତ୍ର ତିନି କୋଟି ସଂଗ୍ରହ କରିଥିଲା ​ ଯଦିଓ ଆଶା କରାଯାଉଥିଲା ଯେ ଏହି ଫିଲ୍ମ ୫ କୋଟି ବ୍ୟବସାୟ କରିପାରିବ। ବର୍ତ୍ତମାନ ଏହା ଦେଖିବାକୁ ପଡିବ ଯେ ସପ୍ତାହ ଶେଷରେ ଫିଲ୍ମ କେତେ ବ୍ୟବସାୟ କରିପାରିବ ।

ତେବେ ଜନ୍ ବର୍ତ୍ତମାନ ଶାହାରୁଖ ଖାନ ଏବଂ ଦୀପିକାଙ୍କ ସହ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ଚଳଚ୍ଚିତ୍ର ପଠାନରେ କାମ କରୁଛନ୍ତି। କିଛି ସମୟ ପୂର୍ବରୁ ଫିଲ୍ମର ଟିଜର ମୁକ୍ତିଲାଭ କରିଥିଲା ​​। ଏଥିରେ କିଙ୍ଗ ଖାନ ରିଲିଜ୍ ତାରିଖ ପ୍ରକାଶ କରିଥିଲେ। ଏହି ଫିଲ୍ମ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୩ ଜାନୁୟାରୀ ୨୫ ରେ ମୁକ୍ତିଲାଭ କରିବ।

KNews Bureau

Recent Posts

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

6 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

42 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

43 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

47 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

53 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

56 mins ago