କଙ୍ଗନା ଆରମ୍ଭ କଲେ ‘ତେଜସ୍’ର ସୁଟିଂ, ବର୍ଦ୍ଦି ପିନ୍ଧି ଫାଇଟର ପାଇଲଟ ହୋଇସାରିଛନ୍ତି ପ୍ରସ୍ତୁତ

କଙ୍କନା ରଣାୱତ ନିଜର ଅପକମିଂ ଫିଲ୍ମ ‘ତେଜସ୍’ର ସୁଟିଂ ଆରମ୍ଭ କରିଦେଇଛନ୍ତି। କଙ୍ଗନା ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ଭାରତୀୟ ବାୟୁସେନାର ଡ୍ରେସ ପିନ୍ଧିଥିବା କଙ୍ଗନା ନଜର ଆସିଛନ୍ତି।

ଫଟୋ ପୋଷ୍ଟ କରି କଙ୍ଗନା ଲେଖିଛନ୍ତି, On to my next mission #Tejas, Starting today … Josh is soaring high thanks to my fabulous team ।

 

View this post on Instagram

 

A post shared by Kangana Ranaut (@kanganaranaut)

କଙ୍ଗନା ଅପକମିଂ ଫିଲ୍ମ ‘ତେଜସ୍’ରେ କଙ୍ଗନା ଫାଇଟର ଫାଇଲଟ ଭୂମିକାରେ ନଜର ଆସିବେ। ଭାରତୀୟ ବାୟୁସେନା ୨୦୧୬ରେ ମହିଳାଙ୍କ ଫାଇଟର ଭୂମିକା ସାମିଲ ହୋଇଥିବା ପ୍ରଥମ ସେନା ଥିଲା। ଏହି ଫିଲ୍ମ ଐତିହାସିକ ଘଟଣା ଉପରେ ଆଧାରିତ। ଏହି ଫିଲ୍ମର ନିର୍ଦ୍ଦେଶନା ସର୍ବଶେ ମେୱାଡ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.