କରୋନାରେ ନିଜ ନେଗେଟିଭ ରିପୋର୍ଟକୁ ନେଇ ଟ୍ରୋଲ ହେବା ପରେ ଏମିତି ବର୍ଷିଲେ ଅଭିନେତ୍ରୀ କଙ୍ଗନା

କଙ୍ଗନା ରଣାୱତ କିଛି ଦିନ ପୂର୍ବରୁ କରୋନା ନେଗେଟିଭ ହେବାର ଖବର ସାମ୍ନାକୁ ଆସିଥିଲା । ଏହାକୁ ନେଇ ସେ ଏକ ଭିଡିଓ ମଧ୍ୟ ସେୟାର କରିଥିଲେ । ଏହାକୁ ନେଇ କିଛି ଲୋକ ମିଥ୍ୟା ବୋଲି କହିଥିଲେ ।ଏହାର ପ୍ରମାଣ ମଧ୍ୟ ମାଗିଥିଲେ । ତାଙ୍କ ମତରେ ଏହି ଖବର ମିଥ୍ୟା ବୋଲି ସେ କହୁଥିଲେ । ଏହାକୁ ନେଇ କଙ୍ଗନା ମଧ୍ୟ ଚୁପ ରହି ନଥିଲେ । ଟ୍ରୋଲର୍ସଙ୍କୁ ସେ ଉଚିତ ଜବାବ ଦେଇଥିଲେ ।

କଙ୍ଗନାଙ୍କ କରୋନା ନେଗେଟିଭ ଖବରର ପ୍ରମାଣ ମାଗିବା ପରେ ଅଭିନେତ୍ରୀ ଚୁପ ରହି ନଥିଲେ । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ନିଜ ରିପୋର୍ଟ ସେୟାର କରିଥିଲେ । ଏହାକୁ ନେଇ ସେ ଟ୍ରୋଲର୍ସଙ୍କ ଉପରେ ଖୁବ ରାଗିଥିଲେ । ଶେଷରେ କହିଥିଲେ, ଜଣେ ରାମଭକ୍ତ କେବେ ବି ମିଛ କୁହେ ନାହିଁ । ଦେଖନ୍ତୁ ସେହି ପୋଷ୍ଟ..

35
pc: Hindustan

କରୋନା ପଜିଟିଭ ରିପୋର୍ଟକୁ କଙ୍ଗନା ୮ ମଇରେ ପୋଷ୍ଟ କରିଥିଲେ । ୧୮ ମଇରେ ନେଗେଟିଭ ହେବାର ଖବର ଦେଇଥିଲେ । ଏହା ପରେ ସେ ଏକ ଭିଡିଓ ପୋଷ୍ଟ କରିଥିଲେ । କରୋନା ସମୟରେ ସେ କେମିିତି ସମୟ ବିତାଉଥିଲେ ସେ ସଂପର୍କରେ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.