ସୁଟିଂ ଆରମ୍ଭ ହେବା ପୂର୍ବରୁ ଦର୍ଶକଙ୍କୁ ହସାଇ ହସାଇ ବେଦମ କଲେ କମେଡି କିଙ୍ଗ କପିଲ, ଦେଖନ୍ତୁ ଭିଡିଓ

ଦୀର୍ଘଦିନର ଅପେକ୍ଷା ପରେ ପୁଣିଥରେ ଆରମ୍ଭ ହେବାକୁ ଯାଉଛି ‘ ଦ କପିଲ ଶର୍ମା ଶୋ’ର ସୁଟିଂ। ଦର୍ଶକେ ଖୁବଶୀଘ୍ର ଏହାର ନୂଆ ଏପିସୋଡ ଦେଖିବାକୁ ପାଇବେ। ପ୍ରାୟ ୪ ମାସ ବ୍ରେକ ହେବା ପରେ ଏବେ ଶୋର ସୁଟିଂ ଆରମ୍ଭ ହୋଇଛି। କିନ୍ତୁ ସୁଟିଂ ସେଟର ଏମିତି କିଛି ଫଟୋ ଆଉ ଭିଡିଓ ଭାଇରଲ ହୋଇଛି ଯାହା ଆପଣ ଦେଖିଲେ ହସି ହସି ବେଦମ ହୋଇଯିବେ।

 

View this post on Instagram

 

Back stage masti with @bharti.laughterqueen jus for fun #TKSS #thekapilsharmashow #filmcity #mumbai #comedy #fun #laughter 😂

A post shared by Kapil Sharma (@kapilsharma) on

ସୁଟିଂ ସେଟରେ କପିଲ ଶର୍ମା, ଭାରତୀ ସିଂ, ସୁମୋନା ଚକ୍ରବର୍ତ୍ତୀ, କୃଷ୍ଣା ଅଭିଶେକ ଏବଂ ଅନ୍ୟ କଳାକାରମାନେ ପହଞ୍ଚି ଦର୍ଶକଙ୍କୁ ମନୋରଂଜନ କରିବା ପାଇଁ ପ୍ରସ୍ତୁତ ରହିଛି। ଅନ୍ୟାନ୍ୟ ଟିଭି ଶୋ ପରି, ଏଠାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଉପରେ ଦୃଷ୍ଟି ଦିଆଯାଇଛି। କପିଲ ଶର୍ମା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଦୃଶ୍ୟ ପଛର ଏକ ଭିଡିଓ ସେୟାର କରିଛନ୍ତି। ଯାହାକୁ ଦେଖିଲେ ଆପଣ ନିଜ ହସକୁ ରୋକିପାରିବେ ନାହିଁ।

 

View this post on Instagram

 

Back stage masti with @bharti.laughterqueen jus for fun #TKSS #thekapilsharmashow #filmcity #mumbai #comedy #fun #laughter 😂

A post shared by Kapil Sharma (@kapilsharma) on

ଏହି ଭିଡିଓରେ କେବଳ କପିଲ ନୁହେଁ କମେଡି କୁଇନ ଭାରତୀ ମଧ୍ୟ ନଜର ଆସିଛନ୍ତି। ଦୁହେଁ ଫିଲଟର କରି ଏପରି ଭିଡିଓ ପ୍ରସ୍ତୁତ କରିଛନ୍ତି, ଯାହାକୁ ଦେଖିଲେ ଆପଣ ହସି ହସି ବେଦମ ହୋଇଯିବେ। ସେମାନଙ୍କର ଉଭୟ ଆଗଦାନ୍ତ ଭାଙ୍ଗି ଯାଇଛି। ଏହାଛଡା କୃଷ୍ଣା ମଧ୍ୟ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସୁଟିଂ ସେଟ୍‌ କର୍ମଚାରୀ ପିପିଇ କିଟ୍‌ ପିନ୍ଧିଥିବା ନଜର ଆସିଛନ୍ତି।

Leave A Reply

Your email address will not be published.