Categories: ମନୋରଂଜନ

ଏବେ କରଣ ନିର୍ମାଣ କରିବେ “ଗେ ଲଭ ଷ୍ଟୋରୀ”

ମୁମ୍ବାଇ : ବଲିଉଡ଼ ଫିଲ୍ମ ନିର୍ମାତା କରଣ ଜୋହର ନିଜର ଭିନ୍ନ କାହାଣୀ ବିଶିଷ୍ଟ ଦମଦାର ଫିଲ୍କ ପାଇଁ ବେଶ ଜଣାଶୁଣା। ତାଙ୍କର ଫିଲ୍ମର କାହାଣୀ ଅନ୍ୟ ଫିଲ୍ମ ମାନଙ୍କ ଅପେକ୍ଷା କିଛି ଭିନ୍ନ ସ୍ବାଦର ହୋଇଥାଏ। ତେବେ କରଣ ଆଗକୁ ଏକ ଗେ ଲଭ ଷ୍ଟୋରୀ ପ୍ରସ୍ତୁତ କରିବା ନେଇ ଖବର ଆସିଛି। ନିକଟରେ ଏକ ସାକ୍ଷାତକାର ସମୟରେ କରଣ ଜୋହର କହିଛନ୍ତି ସେ ଆଗକୁ ଏକ ହୋମସେକ୍ସସୁଆଲ ଫିଲ୍ମ ନିର୍ମାଣ କରିବାପାଇଁ ଯାଉଛନ୍ତି।

ତେବେ ଏହାର ରିଲିଜ୍ ତଥା ଷ୍ଟାର କାଷ୍ଟ ବିଷୟରେ କୌଣସି ସୂଚନା ମିଳିନାହିଁ। ତେବେ ବର୍ତ୍ତମାନ ଚାଲିଥିବା ତକ୍ଷତ୍ ଫିଲ୍ମର ନିର୍ମାଣ ପରେ ସେ ଏହି ହୋମସେକ୍ସସୁଆଲ ଫିଲ୍ମର ନିର୍ମାଣ ଆରମ୍ଭ କରିବେ ବୋଲି ଜଣାପଡ଼ିଛି।

KNews Bureau

Recent Posts

ଆଜି ବିଶ୍ୱ ବାଇସାଇକେଲ ଦିବସ

ଭୁବନେଶ୍ୱର (କେନ୍ୟୁଜ): ଆଜି ବିଶ୍ୱ ବାଇସାଇକେଲ ଦିବସ । ଏହି ଅବସରରେ ଭୁବନେଶ୍ୱର ସାଇକେଲିଂ ଆଣ୍ଡ ଆଡଭେଞ୍ଚର କ୍ଳବର ସାଇକେଲ ଯାତ୍ରା…

48 seconds ago

ପୁଲୱାମାରେ ଏନକାଉଣ୍ଟର: ଘର ଭିତରେ ଲୁଚିଛନ୍ତି ୨ ଲସ୍କର କମାଣ୍ଡର

ଜମ୍ମୁ କାଶ୍ମୀର : ଜମ୍ମୁ କାଶ୍ମୀର ପୁଲୱାମାରେ ଏନକାଉଣ୍ଟର । ସୁରକ୍ଷାବାହିନୀ-ଆତଙ୍କବାଦୀ ଗୁଳି ବିନିମୟ । ପୁଲୱାମା ନିହାମ ଅଞ୍ଚଳରେ…

22 mins ago

ଝିଅ ସହ Yachtରେ ନଜର ଆସିଲେ ପ୍ରିୟଙ୍କା ଚୋପ୍ରା, ଫ୍ୟାନ୍ସଙ୍କ ହୃଦୟ ଜିତିଲା ମାଳତୀଙ୍କ କ୍ୟୁଟନେସ୍

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି । ତେଣୁ ଆଜି ତାଙ୍କୁ ଏକ ଗ୍ଲୋବାଲ ଷ୍ଟାର…

32 mins ago

ଝାଡ଼ଖଣ୍ଡ ବିଧାନସଭା ନିକଟରେ ପହଞ୍ଚିଲା ଜଙ୍ଗଲି ହାତୀ, ରାତି ସାରା ପୋଲିସ ନାକେଦମ୍‌

ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଶନିବାର ବିଳମ୍ବିତ ରାତିରେ ଏକ ଜଙ୍ଗଲି ହାତୀ ଆତଙ୍କ ଖେଳାଇଥିଲା । ରାଞ୍ଚି ଜନବସତି ଅଞ୍ଚଳକୁ…

59 mins ago

ସୂର୍ଯ୍ୟୋଦୟର ଏକ ଘଣ୍ଟା ପୂର୍ବରୁ ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ

ଆକାଶରେ ବିରଳ ମହାଜାଗତିକ ଘଟଣା । ଗୋଟିଏ ସରଳ ରେଖାରେ ସୌର ମଣ୍ଡଳର ୬ ଗ୍ରହ ।  ପରେଡ୍  କଲା…

59 mins ago

ମୁଖ୍ୟ ନିର୍ବାଚନ କିମଶନଙ୍କ ପ୍ରେସମିଟ୍‌, ୩୧ କୋଟିରୁ ଅଧିକ ମହିଳା ଭୋଟର ଦେଇଛନ୍ତି ଭୋଟ୍‌

ଲୋକସଭା ନିର୍ବାଚନ ଗଣତି ପୂର୍ବରୁ ନିର୍ବାଚନ ଆୟୋଗ ପ୍ରେସମିଟ୍‌ କରିଛନ୍ତି । ଚଳିତଥର ମତଦାନରେ ଭାରତ ଐତିହାସିକ ରେକର୍ଡ ହାସଲ…

1 hour ago