ମନୋରଂଜନ

ଶାଶୁ ଶର୍ମିଲାଙ୍କ ସହିତ ପ୍ରଥମ ଆଡ୍‌ ସୁଟ୍‌ କଲେ କରୀନା, ପଟୌଦୀ ପ୍ୟାଲେସରେ ହେଲା ସୁଟ୍‌

ପଟୌଦୀ ପ୍ୟାଲେସରେ ଏକାଠି ଆଡ୍‌ ସୁଟ୍‌ କଲେ ଶାଶୁ ଓ ବୋହୂ । ପ୍ରଥମ ଥର ପାଇଁ କରୀନା କପୁର ଖାନ ଏବଂ ଶର୍ମିଲା ଟାଗୋର ଏକାଠି ଆଡ୍‌ ସୁଟ୍‌ କରିଛନ୍ତି । ନୂଆ ଆଡ୍‌ ପଟୌଦୀ ପ୍ୟାଲେସରେ ହୋଇଛି । ଆଡର ପ୍ରଥମରେ ପଟୌଦୀ ପ୍ୟାଲେସର ଶାନଦାର ଭ୍ୟୁ ଦେଖିବାକୁ ମିଳିଛି । ଏହା ପରେ ଗେଟ୍‌ ଜରିଆରେ ଘରକୁ ପ୍ରବେଶ କରିବା ପରେ କରୀନା ଏବଂ ଶର୍ମିଲା ନିଜ ନିଜ ରୁମରେ ଖୁସିରେ ନାଚୁଥିବାର ଦେଖିବାକୁ ମିଳିଛନ୍ତି ।

ଶାଶୁ ଓ ବୋହୂଙ୍କ କେମେଷ୍ଟ୍ରି ଦେଖି ଫ୍ୟାନ୍ସ ଖୁସି ହୋଇଯାଇଛନ୍ତି । ପଟୌଦୀ ପ୍ୟାଲେସରେ ବଡବଡ ସୋଫୋ, ଝୁମର, ବେଡ, ଇଣ୍ଟିରିୟର ଏବଂ ଆଣ୍ଟିକ୍‌ ଆଇଟମ ଦେଖିବାକୁ ମିଳିଛି । ତେବେ ଶାଶୁ ଓ ବୋହୂଙ୍କ ଆଡ ଦେଖି ବହୁତ ଖୁସି ହୋଇଛନ୍ତି ଫ୍ୟାନ୍ସ ।

ଫ୍ୟାନ୍ସ ବିଭିନ୍ନ ପ୍ରକାରର କମେଣ୍ଟ ଦେଉଛନ୍ତି । ଜଣେ ଫ୍ୟାନ୍‌ ଲେଖିଛନ୍ତି… ଏଭର ଗ୍ରୀନ ବିୟୁଟି । ଅନ୍ୟ ଜଣେ ଲେଖିଛନ୍ତି… ପଟୌଦୀ ପ୍ୟାଲେସ କି ସ୍ୱର୍ଗ । ଆଉ ଜଣେ କହିଛନ୍ତି… ବେବୋ ବେଷ୍ଟ । ଅନ୍ୟ କେହି ଶାଶୁ ଓ ବୋହୂଙ୍କ ଯୋଡିକୁ କମାଲ ବୋଲି କହିଛନ୍ତି ।

ଏମିତି ଆଡ ଐଶ୍ୱର୍ଯ୍ୟା ଏବଂ ଜୟା କରନ୍ତୁ ବୋଲି ଫ୍ୟାନ୍ସ ଡିମାଣ୍ଡ କରିଛନ୍ତି ।

Swagatika

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

15 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

16 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

20 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

42 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

50 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

57 mins ago