‘ବେବୋ’ଶାଢିରେ ନଜର ଆସିଲେ ଅସଲି ବେବୋ, ଇନଷ୍ଟାରେ ଫଟୋ କରୁଛି ଧମାଲ୍‌

ବଲିଉଡର ହଟ୍‌ ଅଭିନେତ୍ରୀ କରୀନା କପୁର ଖାନ ଏବେ ନିଜର ଅପ୍‌କମିଙ୍ଗ ଫିଲ୍ମ ‘ଗୁଡ ନ୍ୟୁଜ୍‌’ର ପ୍ରମୋସନରେ ବ୍ୟସ୍ତ ରହିଛନ୍ତି। ଏହି ଫିଲ୍ମରେ କରୀନାଙ୍କ ସହିତ ଅକ୍ଷୟ କୁମାର, ଦିଲଜିତ ଦୋସାଞ୍ଜ ଏବଂ କିଆରା ଆଡଭାନୀ ପ୍ରମୁଖ ଭୂମିକାରେ ନଜର ଆସୁଛନ୍ତି। ଏବେ କରୀନା ଏହାର ପ୍ରମୋସନକୁ ନେଇ ବ୍ୟସ୍ତ ରହିଥିବା ବେଳେ ଇନଷ୍ଟା ଆକାଉଣ୍ଟରେ ସେୟାର କରିଥିବା ଫଟୋକୁ ଯୋଗୁଁ ପୁଣି ଚର୍ଚ୍ଚାରେ ରହିଛନ୍ତି।

bebo 1

ଫିଲ୍ମର ପ୍ରମୋସନ ପାଇଁ କରୀନା ଏକ ସ୍ୱତନ୍ତ୍ର ପ୍ରକାରର ଶାଢି ପିନ୍ଧିଥିବା ନଜର ଆସିଛନ୍ତି, ଯେଉଁଥିରେ ତାଙ୍କ ନାମ ‘ବେବୋ’ ଲେଖାଯାଇଛି। ଏହି ଶାଢିରେ କରୀନା ବେଶ୍‌ ଗର୍ଜିୟସ ଲୁକ୍‌ରେ ନଜର ଆସିଛନ୍ତି। କରୀନା ଏହି ଶାଢରେ ଫଟୋଶୁଟ୍‌ କରି ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଯାହାକୁ ଦେଖି କରୀନାଙ୍କ ପ୍ରଶଂସକ ପାଗଳ ହୋଇଯାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.