ଫିଲ୍ମରେ ଫ୍ଲପ୍ ପରେ କରିସ୍ମା କରିବେ ୱେବ ସିରିଜରେ ଡେବ୍ୟୁ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କରିସ୍ମା କପୁର ତାଙ୍କର ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି। କିଛି ବର୍ଷ ପୂର୍ବେ କରିସ୍ମା ଫିଲ୍ମରେ ଫେରିବାକୁ ଚେଷ୍ଟା କରିଥିଲେ କିନ୍ତୁ ତାହା ବିଫଳ ରହିଥିଲା। ଏଣୁ ଏବେ ସେ ଡିଜିଟାଲ ମିଡିଆର ସାହାର ନେଇଛନ୍ତି। ଆଜ୍ଞା ହଁ, ଖୁବ ଶୀଘ୍ର କରିସ୍ମାଙ୍କୁ ଅଲ୍ଟ ବାଲାଜୀରେ ଆସିବାକୁ ଥିବା ‘ମେଣ୍ଟାଲହୁଡ’ ୱେବ ସିରିଜରେ ଦେଖିବାକୁ ମିଳିବ। ସିରିଜଟି ବିଭିନ୍ନ ପ୍ରକାର ମାଆଙ୍କ ଜୀବନି ଉପରେ ପର‌୍ୟ୍ୟବେଷିତ ବୋଲି କୁହାଯାଇଛି। ଏପରିକି ଏନେଇ ପୋଷ୍ଟର ମଧ୍ୟ ରିଲିଜ୍ ହୋଇଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ବାସ୍ତବ ଜୀବନରେ ମଧ୍ୟ କରିସ୍ମା ତାଙ୍କ ଦୁଇ ସନ୍ତାନଙ୍କର ଯତ୍ନ ଏକୁଟିଆ ନେଇଥାନ୍ତି। ସେ ତାଙ୍କ ଫ୍ରୋଫେସନାଲ ଏବଂ ପରର୍ସନାଲ ଜୀବନକୁ ଖୁବ ଭଲ ଭାବେ ତୁଲାଇଥାନ୍ତି। ତେବେ ଏତେ ବର୍ଷର ବିରତି ପରେ କରିସ୍ମାଙ୍କ ଅଭିନୟର ଜାଦୁ କିପରି ଦର୍ଶକଙ୍କ ଉପରେ ଚାଲୁଛି ତାହା ଦେଖିବା ବାକି ରହିଲା।

 

View this post on Instagram

 

Meet meira sharma ( she was meera but the momzillas call her ‘ meiraaa’ mairaaa’ to make her sound more fashionable)she is d inner voice of all moms ! She navigates her way thru gluten free chips n gajar ka halwa…. bullies n control freaks ……n then blogs all of it!!! She makes us believe1) the struggle is real 2)there are no right answers3)there is strength in supporting n not competing n that4)we are all in it together !!!!She is u she is me ‘Meet our Mental Mom @therealkarismakapoor as Meira Sharma. A small town mom trying to navigate through this jungle of Mumbai momzillas. She is you, she is me and she is every mom out there. A tired, stressed out, worrying, caring… mental mom! #Mentalhood #ALTBalajiOriginal @altbalaji @shobha9168 @filmfarmindia @bhavnarawail @karishmakohli @ritz2101

A post shared by Erk❤️rek (@ektaravikapoor) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.