KBCରେ ସଂସଦକୁ ନେଇ ଉଠିଥିବା ପ୍ରଶ୍ନକୁ ନେଇ ଆସିଲା ଅଭିଯୋଗ, ଦର୍ଶକ କଲେ ଟ୍ରୋଲ
କେବିସିରର ପ୍ରଶ୍ନକୁ ନେଇ ଏବେ ଉଠିଛି ପ୍ରଶ୍ନ । ସୋନି ଟିଭିରେ ପ୍ରସାରିତ କେବିସିର ପ୍ରଶ୍ନକୁ ନେଇ ଜଣେ ଦର୍ଶକ ଆରୋପ ଉଠାଛନ୍ତି। ତେବେ ଏହି ପ୍ରଶ୍ନ ଥିଲା ଭାରତୀୟ ସଂସଦର ବୈଠକ କିପରି ହୋଇଥାଏ ।ତେବେ ଏହାର ଉତ୍ତର ପ୍ରଶ୍ନକାଳ ହୋଇଥିବା ବେଳେ ଏହାର ଉତ୍ତର ଶୁଣିବା ପରେ କେବିସି ସୋର ସ୍କ୍ରିନ ସଟ ନେଇ ଦର୍ଶକ ଜଣକ ଟ୍ଵିଟ କରିଥିଲେ ।
ପ୍ରଶ୍ନ ଓ ଉତ୍ତର ଉଭୟ ଭୁଲ ଥିବା କାରଣରୁ ସୋକୁ ଏବେ ଟ୍ରୋଲ କରାଯାଉଛି। ସେହିପରି ଲୋକସଭାକୁ ନେଇ ମଧ୍ୟ ପ୍ରଶ୍ନ ଯାଞ୍ଚ କରିବାକୁ କୁହାଯଇଛି।
Wrong question and answer in today’s episode of @KBCsony Have followed several sessions on TV. Normally sitting in #LokSabha begins with Zero hour and sitting in #RajyaSabha begins with Question hour. Please get it checked. @SrBachchan @LokSabhaSectt @babubasu pic.twitter.com/KYu1EJkZid
— Ashish Chaturvedi 🇮🇳 (@ashishbnc) September 13, 2021
ତେବେ ଏହାର ଉତ୍ତରରେ ସୋର ପ୍ରଡ୍ୟୁସର ମଧ୍ୟ କହିଛନ୍ତି ଯେ, ଏଥିରେ କିଛି ଭୁଲ ନାହିଁ। ଲୋକସଭା ଓ ରାଜ୍ୟ ସଭାର ହ୍ୟାଣ୍ଡ ବୁକରେ ଯଦି ଚେୟାରପର୍ସନ ଙ୍କ ଦ୍ୱାରା କିଛି କୁହାଯାଇନଥାଏ ତେବେ ସେସନ୍ ଆରମ୍ଭ ପ୍ରଶ୍ନକାଳରୁ ହୋଇଥାଏ ଏହାପରେ ଶୂନ୍ୟକାଳ ରହିଥାଏ ।
Mr. Basu, thank you for your response. I cross checked the information on Lok Sabha and Rajya Sabha websites. The two screenshots testify that both the question, as well as the answer were wrong. Must mention that sitting in Rajya Sabha begins at 11.00 am. pic.twitter.com/d23IapOm7C
— Ashish Chaturvedi 🇮🇳 (@ashishbnc) September 14, 2021