Grammy Awardsରେ ପରିସ୍ରା କରୁଥିବାର ନଜର ଆସିଲେ କିମ କାର୍ଦସିୟନଙ୍କ Rapper ସ୍ୱାମୀ କାନୟେ ବେଷ୍ଟ, Video Viral

ଆମେରିକାର ଲୋକପ୍ରିୟ ଅଭିନେତ୍ରୀ କିମ କାର୍ଦସିୟନଙ୍କ ସ୍ୱାମୀ ତଥା ପ୍ରସିଦ୍ଧ Rapper କାନୟେ ବେଷ୍ଟ ସୋସିଆଲ ମିଡିଆରେ ଆଉ ଏକ ଭିଡ଼ିଓ ସେୟାର କରିଛନ୍ତି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଭିଡ଼ିଓରେ ଜଣେ ବ୍ୟକ୍ତି ଗ୍ରାମୀ ଆୱାର୍ଡ ଟ୍ରଫିକୁ ଟଏଲେଟ କମୋଡରେ ରଖି ତା’ ଉପରେ ପରିସ୍ରା କରୁଥିବା ନଜର ଆସୁଛନ୍ତି।

gy

uui

ତେବେ ଏହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି କି ବ୍ୟକ୍ତି ଜଣକ ନିଜେ ବେଷ୍ଟ ନା ଆଉ କିଏ। କିନ୍ତୁ ଭିଡ଼ିଓଟିକୁ ବେଷ୍ଟ ନିଜେ ସେୟାର କରିଥିବାରୁ ବ୍ୟକ୍ତି ଜଣକ ସେ ହୋଇ ନ ଥିବା ଅନୁମାନ କରାଯାଉଛି। ଭିଡ଼ିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ଭରସା ରଖନ୍ତୁ, ମୁଁ ଅଟକିଲା ବାଲା ନୁହେଁ’। ତାଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡିଓ ଚାରିଆଡ଼େ ଚର୍ଚ୍ଚାର ବିଷୟ ହୋଇଛି। ବେଷ୍ଟଙ୍କୁ ନେଇ ମଧ୍ୟ ଖୁବ ଆଲୋଚନା ହେଉଛି।

Leave A Reply

Your email address will not be published.