ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ବଲିଉଡ୍‌ ସିଙ୍ଗର କୁମାର ସାନୁ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କୁମାର ସାନୁ । ଆଜି ସେ ପ୍ରଥମେ ଲିଙ୍ଗରାଜ, ପ୍ରଭୁ ଗଜାନନ ଓ ମା ପାର୍ବତୀଙ୍କୁ ଦର୍ଶନ କରିଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ୍‌) : ଲିଙ୍ଗରାଜଙ୍କୁ ଦର୍ଶନ କଲେ ବଲିଉଡ୍‌ର ପ୍ରସିଦ୍ଧ ସିଙ୍ଗର କୁମାର ସାନୁ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କୁମାର ସାନୁ । ଆଜି ସେ ପ୍ରଥମେ ଲିଙ୍ଗରାଜ, ପ୍ରଭୁ ଗଜାନନ ଓ ମା ପାର୍ବତୀଙ୍କୁ ଦର୍ଶନ କରିଛନ୍ତି । ନିଜର ସ୍ୱାସ୍ଥ୍ୟ ସହ ସମସ୍ତଙ୍କ ସୁସ୍ଥତା କାମନା କରିଥିବା କହିଛନ୍ତି । ଖୁବ୍‌ ଭଲରେ ବାବା ଲିଙ୍ଗରାଜଙ୍କ ଦର୍ଶନ କରିଥିବାରୁ ପୁଣି ଥରେ ଆସିବେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.