ମଲାଇକା ଅରୋରାଙ୍କୁ ଶରୀରିକ ସମ୍ବନ୍ଧ ସମୟରେ ଏହି ପୋଜିସନ୍ ପସନ୍ଦ, ଜାଣି ଉଡ଼ିଯିବ ଆପଣଙ୍କ ହୋସ୍

ମୁମ୍ବାଇ : ବଲିଉଡ଼ ଫିଲ୍ମ ଇଣ୍ଡଷ୍ଟ୍ରିରେ ବର୍ତ୍ତମାନ ପ୍ରାୟ ସମସ୍ତ କଳାକାର ନିଜ ସଂପର୍କ ସମ୍ବନ୍ଧୀୟ ସମସ୍ତ କଥା ଖୋଲି କହୁଛନ୍ତି । ଏପରିକି ମିଡ଼ିଆ ସାମ୍ନାରେ ମଧ୍ୟ ବିନା କୌଣସି ସଂଙ୍କୋଚରେ ସମସ୍ତ କଥା ପ୍ରକାଶ କରୁଛନ୍ତି । ଦେଖିବାକୁ ଗଲେ ଆଗ ଅପେକ୍ଷା ଆହୁରି ଅଧିକ ବୋଲ୍ଡ ହୋଇଯାଇଛି ବଲିଉଡ଼ ଇଣ୍ଡଷ୍ଟ୍ରି।
ଏହି ପରିପ୍ରେକ୍ଷୀରେ ଏବେ ଅଭିନେତ୍ରୀ ମଲାଇକା ଅରୋରା କରିଛନ୍ତି ଏକ ବଡ଼ ଖୁଲାସା। ମଲାଇକା ଶାରୀରିକ ସମ୍ବନ୍ଧ ସମୟରେ ତାଙ୍କର ମନପସନ୍ଦ ପୋଜିସନ୍ ବିଷୟରେ ଜଣାଇଛନ୍ତି ସମସ୍ତଙ୍କୁ । ସେ ସେହି ସମୟରେ ଉପରେ ରହିବାକୁ ପସନ୍ଦ କରନ୍ତି ବୋଲି ଖୁଲାସା କରିଛନ୍ତି।
ମଲାଇକା କହିଛନ୍ତି କି ସ୍ବାମୀ ଅରବାଜ ଖାନଙ୍କ ସହ ବିଛେଦ ହେବା ପରେ ସେ ଏବେ ଅଭିନେତା ଅର୍ଜୁନ୍ କପୁରଙ୍କ ସହ ସଂପର୍କରେ ରହିଛନ୍ତି। ବଲିଉଡ଼ରେ ଚାଲୁଥିବା କଥାବାର୍ତ୍ତା ବିଷୟରେ ଯଦି କୁହଯାଏ ତେବେ ଖୁବ ଶୀଘ୍ର ଦୁହେଁ ତାଙ୍କର ସଂମ୍ପର୍କକୁ ସାର୍ବଜନୀନ କରିବାକୁ ଯାଉଛନ୍ତି।