ମନୋରଂଜନ

କରୋନା ପାଇଁ କିଛି ଏମିତି ହେଉଛି ସୁଟିଂ ସେଟରେ ମେକଅପ୍‌, ଦେଖନ୍ତୁ ମଲାଇକା ଆରୋରାଙ୍କ ଏହି ଭାଇରାଲ ଭିଡିଓ

ଭାରତରେ କରୋନାଭାଇରସର କେସ୍‌ ଲଗାତର ବଢ଼ିବାରେ ଲାଗିଛି। ସେହିପରି ମୁମ୍ବାଇରେ ସରକାରଙ୍କ ଆଦେଶ ସହିତ ସୁଟିଙ୍ଗ୍‌ ପୁଣିଥରେ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆକ୍ଟ୍ରେସ ମଲାଇକା ଆରୋରା ମଧ୍ୟ ଡ୍ୟାନ୍ସ ରିୟଲିଟୀ ଶୋ ‘ଇଣ୍ଡିଆନ ବେଷ୍ଟ ଡ୍ୟାନ୍ସର’ର ସୁଟିଂ ପୁଣି ଥରେ ଆରମ୍ଭ କରିଦେଇଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏବେ ନିକଟରେ ସୁଟିଂ ସମୟରେ ଏକ ଭିଡିଓ ଇଣ୍ଟରନେଟରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖାଯାଉଛି ଯେ ସୁଟିଙ୍ଗ୍‌ ପାଇଁ ମଲାଇକା ମେକଅପ୍‌ ନେଉଥିବାର ନଜର ଆସୁଛନ୍ତି।

ଭିଡିଓରେ ଦେଖିପାରିବେ ଯେ କିପରି ଭାବେ ମଲାଇକା ଆରୋରା ଆଉଟଫିଟକୁ ପୂର୍ବରୁ ସାନିଟାଇଜ କରାଯାଉଛି। ସର୍ବପ୍ରଥମେ ଯେତେବେଳେ ମଲାଇକା ସେଟ ଉପରେ ପହଁଚୁଛନ୍ତି। ଆଉ ସମ୍ପୂର୍ଣ୍ଣ ସାନିଟାଇଜ ହୋଇ ମେକଅପ ରୁମରେ ମେକଅପ ନେଉଛନ୍ତି। ମଲାଇକା ଏଥିରେ ବ୍ରାଉନ କଲରର ସାର୍ଟ ଏବଂ ସିମରୀ ଆଉଟଫିଟ୍‌ ପିନ୍ଧିଥିବା ନଜର ଆସୁଛନ୍ତି। ମଲାଇକା ଆରୋରାଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ମଲାଇକା ଏବେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ଅଛନ୍ତି। ଆଉ ତାଙ୍କର ଫଟୋ ଏବଂ ଭିଡିଓ ସବୁବେଳେ ଚର୍ଚ୍ଚାରେ ଥାଏ। ଏହାଛଡା ମଲାଇକା ଅର୍ଜୁନ କପୁରଙ୍କ ସହିତ ନିଜ ରିଲେସନସିପକୁ ନେଇ ବହୁତ ଚର୍ଚ୍ଚାରେ ରହିଥାନ୍ତି। ତେବେ ଦୁହେଁ ସାର୍ବଜନିକ ଭାବରେ ନିଜର ରିଲେସନକୁ ସ୍ୱିକାର କରିଛନ୍ତି ହେଲେ ଉଭୟଙ୍କର ବିବାହ କେବେ ହେବ ତାହା ଜଣାପଡିନାହିଁ।

Pritiparna

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

10 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

22 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

32 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

35 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago