Categories: ମନୋରଂଜନ

ବିବାଦରେ ଥିବା କଙ୍ଗନାଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ ଗଣତନ୍ତ୍ର ଦିବସ ଅବସରରେ ହେବ ରିଲିଜ

ଗଣତନ୍ତ୍ର ଦିବସ ଅବସରରେ ରିଲିଜ ହେଉଛି ଫିଲ୍ମ ମଣିକର୍ଣ୍ଣିକା । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି କଙ୍ଗନା ରାନାଓ୍ଵତ୍ । ପୂର୍ବରୁ ଫିଲ୍ମର କିଛି ଦୃଶ୍ୟକୁ ନେଇ ବିବାଦ ଦେଖାଦେଇଥିଲା । କରନୀ ସେନା ଏହାର ଘୋର ବିରୋଧ କରିଥିଲେ । ତେବେ ଏହି ବିବାଦର ସମାଧାନ ହୋଇଯାଇଛି । କିନ୍ତୁ କରନୀ ସେନା ଏବେ କଙ୍ଗନାଙ୍କ ବୟାନକୁ ନେଇ ଆପତ୍ତି ଉଠାଇଛନ୍ତି । କଙ୍ଗନା କହିଥିଲେ ସେ ଜଣେ ରାଜପୁତ । ଦରକାର ପଡିଲେ ସେ କରନୀ ସେନାକୁ ଧ୍ୱଂସ କରିଦେବେ । କଙ୍ଗନା ନିଜ ବୟାନ ପାଇଁ କ୍ଷମା ମାଗନ୍ତୁ ବୋଲି କରନୀ ସେନା ଦାବି କରିଛନ୍ତି । କଙ୍ଗନା କହିଛନ୍ତି ମୁଁ କ୍ଷମା ମାଗିବି ନାହିଁ । କାରଣ ମୋର କୌଣସି ଭୁଲ ନାହିଁ ।

ଏହା ସହିତ ଚର୍ଚ୍ଚାରେ ରହିଛି ମଣିକର୍ଣ୍ଣିକାର ନୂଆ ଗୀତ ‘ବିଜୟୀ ଭବ’। ଗୀତକୁ ଗାଇଛନ୍ତି ଶଙ୍କର ମହାଦେବନ। କମ୍ପୋଜ କରିଛନ୍ତି ଶଙ୍କର ଏହସାନ ଲୟ। ଲେଖିଛନ୍ତି ପ୍ରସୁନ ଯୋଶୀ। ଗୀତରେ କଙ୍ଗନାଙ୍କ ଯୁଦ୍ଧ କୌଶଳ ଦେଖିବାକୁ ମିଳିଛି। ଇଂରେଜଙ୍କ ସହ ଲଢିବାକୁ ସେନା ତିଆରି କରୁଛନ୍ତି କଙ୍ଗନା। ତେଣୁ ମହିଳାମାନଙ୍କୁ ଯୁଦ୍ଧ ଶିକ୍ଷା ଦେଉଛନ୍ତି ସେ। ଏହା ସହ ଗୀତରେ ଲକ୍ଷ୍ମୀ ବାଇଙ୍କ ଜୀବନର ଉତ୍ଥାନ ପତନ ଦେଖିବାକୁ ମିଳିଛି। ରାଣୀ ଲକ୍ଷ୍ମୀ ବାଇଙ୍କ ଗରିମା ଗାନ କରୁଛି ଗୀତ ‘ବିଜୟୀ ଭବ’।

Pritiparna

Recent Posts

୧୫ ଫୁଟର ଅଜଗର ଉଦ୍ଧାର, ଛଡ଼ାଗଲା ଜଙ୍ଗଲରେ

ମୋହନା : ଗଜପତି ଜିଲ୍ଲା ମୋହନା ଖାରୀଗୁଡା- ଲେକାପଦର ଗାଁ ନିକଟରୁ ୧୫ ଫୁଟର ଅଜଗର ସାପ ଉଦ୍ଧାର କରିଛନ୍ତି…

9 mins ago

ନାଗପୁର: ସପିଂ କରି ଫେରୁଥିବା ବେଳେ ସେନା ଅଟୋକୁ ଧକ୍କା ଦେଲା ବସ୍‌; ୨ ଯବାନ ମୃତ, ୬ ଗୁରୁତର

ମହାରାଷ୍ଟ୍ରର ନାଗପୁରରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ କହ୍ନାନ ନଦୀ ବ୍ରିଜ୍‌ରେ ଏକ ଦ୍ରୁତଗାମୀ…

10 mins ago

ଏଠି ସ୍ୱାର୍ଥ କି ଅର୍ଥ ନୁହେଁ, ଦିବ୍ୟାଙ୍ଗ ଦୁଇ ଭାଇଙ୍କ ଭିତରେ ରହିଛି ଅନାବିଳ ସ୍ନେହ

ଉଦଳା(କେନ୍ୟୁଜ): ମୋ ଭାଇର ଇଚ୍ଛା ହେଇଛି ସେ ବଜାର ବୁଲିଯିବ । ତେଣୁ ତାକୁ ନେଇ ଚାଲିଆସିଛି ଟିକେ ବୁଲେଇ ନେବା…

15 mins ago

ପଶ୍ଚିମବଙ୍ଗ ଦାର୍ଜିଲିଂ ଟ୍ରେନ ଦୁର୍ଘଟଣା: ହେଲ୍ପଲାଇନ ନମ୍ବର ଜାରି, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ

ପଶ୍ଚିମବଙ୍ଗ ଦାର୍ଜିଲିଂରେ କାଞ୍ଚନଜଙ୍ଗା ଏକ୍ସପ୍ରେସ ମାଲବାହୀ ଟ୍ରେନ ଦୁର୍ଘଟଣା ପରେ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ନିଖୋଜ ବା…

29 mins ago

ୟୁପିର ସିନେମା ହଲ୍‌ରେ ଭୟାବହ ଅଗ୍ନିକାଣ୍ଡ, କିଛି ମିନିଟ୍‌ ଭିତରେ ସବୁ ଜଳି ଛାରଖାର

ଉତ୍ତର ପ୍ରଦେଶର ଶାହାଜହାଁପୁରରେ ଏକ ସିନେମା ହଲ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ହଲ୍‌ ଭିତରେ ନିଆଁ ଦେଖି ଲୋକମାନେ…

29 mins ago

ୟୁଟ୍ୟୁବରେ ଆସିବ ଗୁଗଲ ଲେନ୍ସ ବଟନ୍‌, ଭିଡିଓ ସର୍ଚ୍ଚ କରିବା ହେବ ଆହୁରି ସହଜ

ଗୁଗଲର ସବୁଠାରୁ ବଡ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ହେଉଛି ୟୁଟ୍ୟୁବ୍ । ପ୍ରତ୍ୟେକ ଦିନ ବିଶ୍ୱର କୋଟି କୋଟି ଲୋକ…

39 mins ago