ବିବାହ ବେଦୀରେ ସାନ୍ଯା ମଲହୋତ୍ରା ଏବଂ ଭାଗ୍ଯଶ୍ରୀଙ୍କ ପୁଅ ଅଭିମନ୍ଯୁ, ଖୁବଶୀଘ୍ର ଆସୁଛି ‘ମୀନାକ୍ଷୀ ସୁନ୍ଦରେଶ୍ବର’

ସାନ୍ଯା ମଲହୋତ୍ରା ଏବଂ ଅଭିମନ୍ଯୁ ଦାସାନୀଙ୍କ ଅଭିନୀତ ବହୁ ପ୍ରତିକ୍ଷୀତ ଫିଲ୍ମ ‘ମୀନାକ୍ଷୀ ସୁନ୍ଦରେଶ୍ବର’ ଖୁବଶୀଘ୍ର ନେଟଫ୍ଲିକ୍ସରେ ରିଲିଜ ହେବ । ଏହାର କାହାଣୀ ଉତ୍ତର ଦକ୍ଷିଣ ଭାରତରେ ବିବାହ ପରମ୍ପରାକୁ ନେଇ ପର୍ଯ୍ଯବେସିତ। ଫିଲ୍ମକୁ ୫ ନଭେମ୍ବରରେ ନେଟଫ୍ଲିକ୍ସରେ ଦେଖିପାରିବେ ଦର୍ଶକ।

ବିବେକ ସୋନୀ ଦ୍ବାରା ନିର୍ଦ୍ଦେଶିତ ଏବଂ ଧର୍ମାଟିକ ଏଣ୍ଟରଟେନମେଣ୍ଟ ଦ୍ବାରା ନିର୍ମିତ ଏହି ଫିଲ୍ମରେ ପାରିବାରିକ କାହାଣୀ ଦେଖିବାକୁ ମିଳିବ। ସୂଚନାଯୋଗ୍ଯ, ଏଥିରେ ଭାଗ୍ଯଶ୍ରୀଙ୍କ ପୁଅ ଅଭିମନ୍ଯୁ ନଜର ଆସିବେ। ଫିଲ୍ମରେ ସାନ୍ଯା ଏବଂ ଅଭିମନ୍ଯୁଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିବ।

 

View this post on Instagram

 

A post shared by Sanya Malhotra💥 (@sanyamalhotra_)


ପୂର୍ବରୁ ସାନ୍ଯା ଫିଲ୍ମ ଦଙ୍ଗଲ, ବଧାଇ ହୋ ଭଳି ଫିଲ୍ମରେ ନଜର ଆସିଥିବା ବେଳେ ଅଭିମନ୍ଯୁ ଫିଲ୍ମ ମରଦ କୋ ଦର୍ଦ ନେହି ହୋତା’ର ନଜର ଆସିଥିଲେ।

Leave A Reply

Your email address will not be published.