Memes ଆସିବ – ଯିବ, କିନ୍ତୁ ରଜନୀକାନ୍ତଙ୍କ ଉପରେ ତିଆରି Memes ମଜାଦାର ଥିଲା ଆଉ ରହିବ. . ଦେଖନ୍ତୁ କିଛି ରୋଚକ ପୋଷ୍ଟ

ତିନି ପ୍ରକାର କଳାକାର ଥାନ୍ତି ।
ଷ୍ଟାର୍
ସୁପରଷ୍ଟାର
ରଜନୀକାନ୍ତ

ସେ, ଯାହାଙ୍କ ଫିଲ୍ମରେ ଏଣ୍ଟ୍ରି ହୁଏ ତ ଫିଲ୍ମକୁ ରୋକି ଦିଆଯାଏ । ଆଉ ପ୍ରଶଂସକଙ୍କୁ ଖୁସି ମନାଇବା ପାଇଁ ସୁଯୋଗ ଦିଆଯାଏ । ସେ , ଯାହାଙ୍କ ଫିଲ୍ମର ପ୍ରଥମ ଦିନର ପ୍ରଥମ ଶୋ ଦେଖିବା ପାଇଁ ସକାଳ ୪ଟାରୁ ଲାଇନ୍ ଲଗାଇଥାନ୍ତି ପ୍ରଶଂସକ । ସେ, ଯାହାଙ୍କ ଜନ୍ମଦିନ ତାଙ୍କ ପୂର୍ବରୁ ତାଙ୍କ ପ୍ରଶଂସକମାନେ ପାଳନ କରିଥାନ୍ତି ।

ସେ ହେଉଛନ୍ତି ଥଲଇବା, ଦ ରଜନୀକାନ୍ତ :

ଗତକାଲି ଥିଲା ରଜନୀକାନ୍ତଙ୍କ ଜନ୍ମଦିନ । କିନ୍ତୁ ଫ୍ୟାନ୍ ମାନେ ତାଙ୍କ ଜନ୍ମଦିନ ଅନେକ ଦିନ ପୂର୍ବରୁ ପାଳନ କରିବା ଆରମ୍ଭ କରିଦେଇଥିଲେ । ଟୁଇଟରରେ ରଜନୀକାନ୍ତଙ୍କ ୫.୧ ମିଲିୟନ୍ ଫଲୋଅର୍ସ ଥିବା ବେଳେ ସେ ମାତ୍ର ୨୪ ଜଣଙ୍କୁ ଫଲୋ କରନ୍ତି ।
ତେବେ ଆମେ ସମସ୍ତେ ଜାଣନ୍ତି ମେମେ ସେନା ସମସ୍ତଙ୍କୁ ନିଜ କ୍ରିଏଟିଭିଟି ଦେଖାନ୍ତି । ତେଣୁ ରଜନୀକାନ୍ତଙ୍କୁ କିପରି ଛାଡିବେ । ଥଲାଇବାଙ୍କ ଉପରେ ମଧ୍ୟ ଏହି ସିପାହୀ ଅନେକ ମେମେ ତିଆରି କରିଛନ୍ତି । ଆପଣ ବି ଦେଖନ୍ତୁ ଆଉ ମଜା ନିଅନ୍ତୁ ।

rajni google

rajanikanth

You might also like