ବିବାହ ବନ୍ଧନରେ ବାନ୍ଧି ହେଲେ ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମହାଅକ୍ଷୟ ଚକ୍ରବର୍ତ୍ତୀ

ବିବାହ ବନ୍ଧନରେ ବାନ୍ଧି ହେଲେ ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମହାଅକ୍ଷୟ ଚକ୍ରବର୍ତ୍ତୀ। ଗତକାଲି ଅଭିନେତ୍ରୀ ମଦାଲସା ସରମେନଙ୍କ ସହ ସେ ବିବାହ କରିଛନ୍ତି। ବିବାହ ଉତ୍ସବରେ ରେଡ୍ ଆଉ ଅରେଞ୍ଜ ଡ୍ରେସରେ ବହୁତ ସୁନ୍ଦର ଲାଗୁଥିଲେ ମଦାଲସା। ମହାଅକ୍ଷୟ ଗୋଲଡେନ କଲର କୁର୍ତ୍ତାରେ ଖୁବ୍ ହ୍ୟାଣ୍ଡସମ୍ ଦେଖାଯାଉଥିଲେ।

ଏହି ବିବାହ ଜୁଲାଇ ୭ ତାରିଖରେ ହେବାର ଥିଲା।କିନ୍ତୁ ବିବାହ ଉତ୍ସବରେ ତଦନ୍ତ ଲାଗି ପୋଲିସ ପହଞ୍ଚିବାରୁ ଉତ୍ସବ ବାତିଲ ହୋଇଯାଇଥିଲା। ଜଣେ ଭୋଜପୁରୀ ଅଭିନେତ୍ରୀ ମହାଅକ୍ଷୟଙ୍କ ଓ ତାଙ୍କ ମାଆ ଯୋଗିତା ବାଲିଙ୍କ ଉପରେ ଦୁଷ୍କର୍ମର ଅଭିଯୋଗ ଆଣିଛନ୍ତି। ଏନେଇ ମହାଅକ୍ଷୟ ଓ ମିଥୁନ ଚକ୍ରବର୍ତ୍ତୀଙ୍କ ସ୍ତ୍ରୀ ଯୋଗିତାବାଲିଙ୍କୁ ଆଗୁଆ ଜାମିନ ମିଳିସାରିଛି।

 

Leave A Reply

Your email address will not be published.