ଟିଭି ଠାରୁ ନେଇ ବଲିଉଡରେ ଧମାଲ ମଚାଉଥିବା ଆକ୍ଟ୍ରେସ ମୌନି ରୟ ନିଜର ଏକ ଖାସ୍ ପରିଚୟ ସୃଷ୍ଟି କରିପାରିଛନ୍ତି। ମୌନି ରୟ ଏବେ ମାଳଦ୍ୱୀପରେ ଛୁଟି କାଟୁଥିବା ନଜର ଆସୁଛନ୍ତି। ନିକଟରେ ମୌନି ରୟଙ୍କ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି, ଯାହା ଏବେ ସୋସିଆଲ ମିଡିଆରେ ୟୁଜର୍ସଙ୍କ ହାଡକୁ ଆକର୍ଷିତ କରୁଛି।
ମୌନିଙ୍କର ଏହି ଭିଡିଓକୁ ଏବେ ପର୍ଯ୍ୟନ୍ତ ୫ ଲକ୍ଷ ୯୨ ହଜାର ରୁ ଅଧିକ ଥର ଲୋକ ଦେଖିସାରିଲେଣି। ଏହି ଭିଡିଓ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ମଧ୍ୟ ଆସୁଛି। ମୌନି ରୟ ଏହି ଭିଡିଓରେ ପ୍ରିଣ୍ଟେଡ୍ ବିକିନିରେ ନଜର ଆସୁଛନ୍ତି। ଫ୍ୟାନ୍ସ ତାଙ୍କର ଏ ଭିଡିଓ ଦେଖି ବହୁତ ପସନ୍ଦ କରିବା ସହ ବହୁତ କମେଣ୍ଟ ମଧ୍ୟ ଦେଉଛନ୍ତି।
ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…
ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ, ଆଠମଲ୍ଲିକ କିଆକଟା…
ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି…
ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍ ଟର୍ଫ…
ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…