“କଭୀ ଖୁସି କଭୀ ଗମ”ର ଛୋଟ ‘ପୁ’ ଏବେ ଦେଖାଯାଉଛନ୍ତି ଏତେ ହଟ

“କଭୀ ଖୁସି କଭୀ ଗମ” ଚଳଚ୍ଚିତ୍ରରେ କରିନା କପୁରଙ୍କ ଚରିତ୍ର ‘ପୂଜା’ ବହୁ ପ୍ରଖ୍ୟାତି ଲାଭ କରିଥିଲା । ଏପରିକି ତାଙ୍କ ଚରିତ୍ରରେ ପିଲାଦିନର ଅଭିନୟ କରୁଥିବା ଚାଇଲ୍ଡ ଆକ୍ଟ୍ରେସ ମାଳବୀକା ରାଜଙ୍କୁ ମଧ୍ୟ ଦର୍ଶକମାନେ ଖୁବ ପସନ୍ଦ କରିଥିଲେ । କଣ ଆପଣ ଜାଣନ୍ତି କି ସେଦିନର ଛୋଟ ଅଭିନେତ୍ରୀ ମାଳବୀକା ଆଜି କିପରି ଦେଖାଯାଉଛନ୍ତି ।

'पू' से ज्यादा हॉट मालविका

ମାଳବୀକା ରାଜ ବର୍ତ୍ତମାନ ଏକ ସୁନ୍ଦରୀ ଯୁବତୀରେ ପରିଣତ ହୋଇସାରିଛନ୍ତି ଏବଂ ସୋସିଆଲ ମିଡିଆରେ ତାଙ୍କର ବର୍ତ୍ତମାନ ଫ୍ୟାନ ଫଲୋଅର୍ସ ମଧ୍ୟ ବଢ଼ିଯାଇଛନ୍ତି । ଏହି ଅଭିନେତ୍ରୀଙ୍କର କିଛି ଏପରି ଫଟୋ ଭାଇରଲ ହେବାରେ ଲାଗିଛି ଯାହାକି ‘କଭି ଖୁସି କଭି ଗମ’ର ପୂ ଚରିତ୍ରକୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ।

इमरान हाशमी की फिल्म में भी हैं मालविका

ମାଳବୀକାଙ୍କର ଇନଷ୍ଟାଗ୍ରାମରେ ୱେଷ୍ଟର୍ନଠୁ ନେଇ ଟ୍ରାଡିସନାଲ ଲୁକ ପର୍ଯ୍ୟନ୍ତ ସବୁ ପ୍ରକାରର ଫଟୋ ରହିଛି । ଏହି ସମସ୍ତ ଫଟୋରେ ସେ ବହୁତ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି ।

फिल्म 'स्क्वॉड' में डैनी के बेटे के साथ जमेगी जोड़ी

ଏହାସହ ପଢନ୍ତୁ ‘ତାନାଜୀ-ଦ ଅନସଙ୍ଗ ଓ୍ଵାରିୟର’, ଟିଜର୍‌ ଆସିବ ଆସନ୍ତାକାଲି

ମାଳବୀକା ଅନେକ ସମୟ ଧରି ମଡେଲିଂ ଦୁନିଆରେ ଆକ୍ଟିଭ ଅଛନ୍ତି । ସେ ଅନେକ ପ୍ରସିଦ୍ଧ ଫ୍ୟାସନ ଡିଜାଇନର୍ସ ପାଇଁ ମଧ୍ୟ ମଡେଲିଂ କରିସାରିଛନ୍ତି । ଯଦିଓ ମାଳବୀକା ପୁଣିଥରେ ପରଦା ଉପରକୁ ଆସିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ।

पर्दे पर होगी वापसी

ମାଳବୀକା ରାଜଙ୍କ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ପୁରୁଣା ସମ୍ପର୍କ ରହିଛି । ସେ ପ୍ରସିଦ୍ଧ ଅଭିନେତା ଜଗଦୀଶ ରାଜଙ୍କରନାତୁଣୀ ଅଟନ୍ତି । ଏବେ ଦେଖିବାକୁ ବାକି ରହିଲା ଯେ ଛୋଟ ପୂଜାର ଅଭିନୟରେ ଦର୍ଶକଙ୍କ ମନ ଜିତିଥିବା ମାଳବୀକା ମୁଖ୍ୟ ଭୂମିକାରେ କିପରି ନଜର ଆସୁଛନ୍ତି ।