ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଠାରୁ ଧମକ ପରେ ବଢିଲା ବଲିଉଡ ଷ୍ଟାର ସଲ୍‌ମାନ ଖାନଙ୍କ ସୁରକ୍ଷା

ବଢିଲା ବଲିଉଡ ଷ୍ଟାର ସଲ୍‌ମାନ ଖାନଙ୍କ ସୁରକ୍ଷା। ସଲମାନଙ୍କ ବାନ୍ଦ୍ରାସ୍ଥିତ ବାସଭବନ ଆଗରେ ସୁରକ୍ଷା କଡ଼ାକଡ଼ି କରିଛି ମୁମ୍ବାଇ ପୋଲିସ। ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଠାରୁ ସଦ୍ୟ ଧମକପୂର୍ଣ୍ଣ ମେଲ ମିଳିବା ପରେ ସୁରକ୍ଷା ବଢାଇଛି ମୁମ୍ବାଇ ପୋଲିସ।

ମୁମ୍ବାଇ : ବଢିଲା ବଲିଉଡ ଷ୍ଟାର ସଲ୍‌ମାନ ଖାନଙ୍କ ସୁରକ୍ଷା। ସଲମାନଙ୍କ ବାନ୍ଦ୍ରାସ୍ଥିତ ବାସଭବନ ଆଗରେ ସୁରକ୍ଷା କଡ଼ାକଡ଼ି କରିଛି ମୁମ୍ବାଇ ପୋଲିସ। ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଠାରୁ ସଦ୍ୟ ଧମକପୂର୍ଣ୍ଣ ମେଲ ମିଳିବା ପରେ ସୁରକ୍ଷା ବଢାଇଛି ମୁମ୍ବାଇ ପୋଲିସ।

ଧମକପୂର୍ଣ୍ଣ ମେଲ ନେଇ ଲରେନ୍ସ ବିଷ୍ଣୋଇ, ଗୋଲ୍ଡି ବ୍ରାର ଓ ରୋହିତ ବ୍ରାର ନାଁରେ ବାନ୍ଦ୍ରା ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି। ମୋହିତ ଗର୍ଗ ନାମକ ଆଇଡିର ମେଲରୁ ଧମକପୂର୍ଣ୍ଣ ଚେତାବନୀ ଆସିଥିବା ଏଫଆଇଆରରେ ଉଲ୍ଲେଖ ହୋଇଛି। କିଛି ଦିନ ତଳେ ତିହାର ଜେଲ୍‌ରେ ବନ୍ଦୀ ଥିବା ଲରେନ୍ସ ବିଷ୍ଣୋଇ ଏକ ଇଣ୍ଟରଭ୍ୟୁରେ ସଲମାନଙ୍କୁ ହତ୍ୟା କରିବାକୁ ଚେତାବନୀ ଦେଇଥିଲା।

Leave A Reply

Your email address will not be published.