Categories: ମନୋରଂଜନ

ନେହା ଏବଂ ହିମାଂଶଙ୍କ ହେଲା ବ୍ରେକଅପ୍, ସୋସିଆଲ ମିଡ଼ିଆରୁ ହେଉଛି ଖୁଲାସା

ମୁମ୍ବାଇ : ନିଜର ଦମଦାର ଗାୟିକା ଏବଂ ବେଧଡ଼କ ବ୍ୟକ୍ତିତ୍ବ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ନେହା କକ୍କଡ଼। କହିବାକୁ ଗଲେ ବିଗତ କିଛି ଦିନରେ ତାଙ୍କ ଲୋକପ୍ରିୟତା ଆକାଶ ଛୁଇଁଛି। ଯଦି ଆମେ ନେହାଙ୍କ ପ୍ରେମ ସଂପର୍କ ବିଷୟରେ କହିବାକୁ ଯାଉ ତେବେ ସବୁବେଳେ ତାଙ୍କ ସହିତ ବଲିଉଡ଼ ଅଭିନେତା ହିମାଂଶ କୋହଲିଙ୍କୁ ନାଁକୁ ଯୋଡ଼ିଥାନ୍ତି। ଏପରିକି ନିକଟରେ ଏକ ରିଆଲିଟି ସୋରେ ହିମାଂଶ ତାଙ୍କ ମନ କଥା ନେହାଙ୍କୁ କହିବା ସହ ନିଜ ସଂପର୍କକୁ ଆଗକୁ ନେବାକୁ ଚାହାଁନ୍ତି ବୋଲି କହିଥିଲେ। କିନ୍ତୁ ଏବେ ଦୁହିଁଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିବା ଶୁଣିବାକୁ ମିଳୁଛି।

ଖବର ଅନୁଯାୟୀ, ଉଦ୍ଭୟ କଳାକାର ପରସ୍ପରର ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଅନଫୋଲ କରିଛନ୍ତି। ଖାଲି ସେତିକି ନୁହଁ ନେହା ତାଙ୍କ ଆକାଉଣ୍ଟରେ ହିମାଂଶଙ୍କ ସହ ଥିବା ସମସ୍ତ ଫଟୋ ଏବଂ ଭିଡ଼ିଓ ମଧ୍ୟ ଡ଼ିଲିଟ କରିଦେଇଛନ୍ତି। ଅପରପକ୍ଷରେ ହିମାଂଶଙ୍କ ଆକାଉଣ୍ଟରେ ନେହା ଏବଂ ତାଙ୍କ ପରିବାରର ଫଟୋ ନଜର ଆସିଛି। ତେବେ ତାଙ୍କ ଦୁହିଁଙ୍କ ମଧ୍ୟରେ ବାସ୍ତବରେ କଣ ଅସୁବିଧା ହୋଇଛି ତାହା ସେମାନେ ହିଁ କହିପାରିବେ।

KNews Bureau

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

9 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

25 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

38 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

47 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

50 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago