ମୁମ୍ବାଇ: ପୁଣି ଥରେ ନିଜ ପ୍ରେମ କାହାଣୀ ସହ ଗୀତକୁ ଯୋଡ଼ି ଚର୍ଚ୍ଚାରେ ନେହା। ପପୁଲାର ହୋଇଛି ସିଙ୍ଗର ନେହା କକ୍କଡଙ୍କ ନୂଆ ଗୀତ ‘ତେରା ଘାଟା’। ଏଯାଏଁ ଭିଡିଓକୁ ୧୮,୯୦୦,୩୫୩ ଲୋକ ଦେଖିସାରିଥିବା ବେଳେ ବହୁ ସଂଖ୍ୟାକ ଶେୟାର ମଧ୍ୟ କରାଯାଇଛି। ଏହି ଭିଡିଓ ଜରିଆରେ ନେହା ତାଙ୍କ ଏକ୍ସ ବୟେଫ୍ରେଣ୍ଡ ହିମାଂଶ କୋହିଲିଙ୍କୁ ମେସେଜ୍ ଦେଇଥିବା କୁହାଯାଉଛି।
ଭିଡିଓରେ ନେହା ଏକ ଶାଢୀ ପିନ୍ଧି ଗୀତ ଗାଉଥିବା ଦେଖିବାକୁ ମିଳିଛି। ତେରା ଘାଟାର ଓରିଜିନାଲ ଗୀତକୁ ଗଜେନ୍ଦ୍ର ବର୍ମା ଲେଖିବା ସହ ଗାଇଛନ୍ତି। ଯାହା ବହୁତ ପପୁଲାର ହୋଇଥିଲା। ପୂର୍ବରୁ ଏହାର ଅନେକ ଫିମେଲ ଭର୍ସନ ବାହାରିଥିଲେ ମଧ୍ୟ ନେହାଙ୍କ ଭର୍ସନକୁ ଅଧିକ ପସନ୍ଦ କରିଛନ୍ତି ଦର୍ଶକ।
ଆପଣଙ୍କୁ ଜଣାଇବାକୁ ଚାହିଁକୁ ନିକଟରେ ନେହା ଏବଂ ତାଙ୍କର ବହୁ ଦିନର ବଏଫ୍ରେଣ୍ଡ ତଥା ଅଭିନେତା ହିମାଂଶ କୋହଲୀଙ୍କ ବ୍ରେକଅପ ହୋଇଥିଲା। ଏହା ବିଷୟରେ ନେହ ସୋସିଆଲ ମିଡିଆରେ ଅନେକ ପୋଷ୍ଟ କରିଥିଲେ।
ଭୁବନେଶ୍ୱର: ଅବସରପ୍ରାପ୍ତ ଅତିଥି ଶିକ୍ଷକ ପାଠ ପଢ଼ାଇବେ। ସେମାନଙ୍କ ସହ ଏଗ୍ରିମେଣ୍ଟ ହେବ, ଅଧିକ ଆଲୋଚନା ହୋଇ ନିଯୁକ୍ତି ଦିଆଯିବ।…
କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…