ନେହା କକ୍କରଙ୍କ ଭିଡିଓ ହେଲା ଭାଇରାଲ, ଆପଣ ମଧ୍ୟ ଦେଖି ହୋଇଯିବେ ମୁଗ୍ଧ

ବଲିଉଡ଼ ଓ ପଞ୍ଜାବୀ ସିଙ୍ଗର ନେହା କକ୍କର ଏହିଦିନ କିଛି ନା କିଛି କଥାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହୁଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଭଲ ଫ୍ୟାନ ଫଲୋର୍ସ ମଧ୍ୟ ଅଛନ୍ତି । ନେହାଙ୍କ ଫ୍ୟାନ୍ସ ତାଙ୍କ ଲୁକ ଏବଂ କଷ୍ଟ୍ୟୁମର ପୁରା ଦିୱାନା । ସୋସିଆଲ ମିଡିଆରେ ସେ ଖୁବ ଆକ୍ଟିଭ ମଧ୍ୟ ରହିଥାନ୍ତି । ପ୍ରାୟ ସମୟ ସେ କିଛି ନା କିଛି ଫଟୋ ବା ଭିଡିଓ ପୋଷ୍ଟ କରିଥାନ୍ତି । ତାଙ୍କର ସବୁପୋଷ୍ଟରେ ଭଲ ରେସପନ୍ସ ଆସିଥାଏ ।

ଏବେ ସେ ପୁଣି ଥରେ ନିଜ ଲାଟେଷ୍ଟ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି, ଯାହାକୁ ଫ୍ୟାନ୍ସ ମାନେ ଖୁବ ପସନ୍ଦ କରିଛନ୍ତି । ନେହାଙ୍କ ଏହି ଭିଡିଓରେ ପ୍ରକୃତି ସୌନ୍ଦର୍ଯ୍ୟ ଆପଣ ଦେଖିବାକୁ ପାଇବେ । ଦେଖନ୍ତୁ ଥରେ ଏହି ଭିଡିଓ..

ଏହି ଭିଡିଓର ବ୍ୟାକଗ୍ରାଉଣ୍ଡରେ ଖୁବ ସୁନ୍ଦର ଗୀତ ମଧ୍ୟ ଶୁଣିବାକୁ ପାଇବେ । ଯାହା ଏହି ଭିଡିଓ ସହ ବେଶ ଭଲ ଲାଗୁଛି । ଏହାକୁ ଦେଖି ତାଙ୍କ ଫ୍ୟାନ୍ସ ଓ ଫଲୋର୍ସ ମାନେ ଖୁବ ତାରିଫ କରିବା ସହ ଭିଡିଓଟି କୁ ଖୁବ ପସନ୍ଦ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.