Categories: ମନୋରଂଜନ

ଭାଲେଣ୍ଟାଇନ୍ସ ଓ୍ବିକରେ ଫ୍ୟାନ୍ସଙ୍କୁ ସିଙ୍ଗଲ ରହିବାର ଫାଇଦା କହିଲେ ନେହା କକ୍କଡ଼

ମୁମ୍ବାଇ : କିଛି ଦିନ ପୂର୍ବରୁ ବଲିଉଡ଼ର ଜଣେ ଜଣାଶୁଣା ଗାୟିକା ନେହା କକ୍କଡ ଓ ଅଭିନେତା ହିମାଂଶ କୋହଲିଙ୍କ ମଧ୍ୟରେ ବ୍ରେକଅପ୍ ହୋଇଥିଲା । ଯାହାକୁ ନେଇ ଖୁବ ଭାଙ୍ଗପଡିଥିଲେ ନେହା । କିନ୍ତୁ ଏବେ ସେ ସବୁ ଟେନସନରୁ ବାହାରିଯାଇଛନ୍ତି । ଏହା ଆମେ କହିନାହୁଁ ବରଂ ନେହାଙ୍କ ସୋସିଆଲ ମିଡିଆରୁ ଜଣାପଡ଼ୁଛି।

ନେହାଙ୍କ ମୁଣ୍ଡରୁ ହିମାଂଶଙ୍କ ପ୍ରେମ ଖସିଯାଇଛି, ସେଥିପାଇଁ ଫ୍ୟାନଙ୍କୁ ସିଙ୍ଗିଲ ରହିବାର ଫାଇଦା ବୁଝଉଛନ୍ତି ସେ । ନିଜ ସୋସିଆଲ ଆକାଉଣ୍ଟରେ ସେ ଏନେଇ ଏକ ପୋଷ୍ଟ ସେୟାର କରିଛନ୍ତି । ସେ କହିଛନ୍ତି ସିଙ୍ଗଲ ରହିବାର ସବୁଠୁ ବଡ ଫାଇଦା ହେଉଛି ଆପଣ ଠିକ ସମୟରେ ଶୋଇପାରିବେ । ଏଥିରୁ ଜଣାପଡୁଛି ନେହା ସିଙ୍ଗଲ ହୋଇ ଏବେ ଭଲରେ ସମୟ କାଟୁଛନ୍ତି ।

ଏକ ରିଅଲିଟି ସୋରେ ନେହା ଓ ହିମାଂଶ ନିଜର ରିଲେସନସିପ୍କୁ ଆକସେପ୍ଟ କରିଥିଲେ । କିନ୍ତୁ ଏବେ ଦୁଇ ଜଣଙ୍କ ବ୍ରେକଅପ୍ ହୋଇଯାଇଛି । ନେହା ଓ ହିମାଂଶ ଓ ହମସଫର ମ୍ୟୁଜିକ୍ ଭିଡିଓରେ ଏକାଠି କାମ କରିଥିଲେ । ଏହି ମ୍ୟୁଜିକ୍ ଭିଡିଓଟିକୁ ଉଭୟଙ୍କ ଫ୍ୟାନ୍ ଖୁବ ପସନ୍ଦ କରିଥିଲେ । ଭିଡିଓଟି ରିଲିଜ ହେବା ପରେ ଦୁହିଁଙ୍କ ପ୍ରେମ ସଂପର୍କ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା ।

KNews Bureau

Recent Posts

ସ୍କୁଲରେ ପାଠ ପଢ଼ାଇବେ ଅବସରପ୍ରାପ୍ତ ଅତିଥି ଶିକ୍ଷକ

ଭୁବନେଶ୍ୱର: ଅବସରପ୍ରାପ୍ତ ଅତିଥି ଶିକ୍ଷକ ପାଠ ପଢ଼ାଇବେ। ସେମାନଙ୍କ ସହ ଏଗ୍ରିମେଣ୍ଟ ହେବ, ଅଧିକ ଆଲୋଚନା ହୋଇ ନିଯୁକ୍ତି ଦିଆଯିବ।…

6 mins ago

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

21 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

38 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

50 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

60 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

1 hour ago