ଫିଲ୍ମ ‘ଜିରୋ’କୁ ଫୁଲ୍ ମାର୍କ ଦେଲେ ନୋବେଲ ପୁରସ୍କାର ବିଜେତା ମଲାଲା ୟୁସୁଫ୍‌ଜୟୀ

ପାକିସ୍ତାନରେ ଜନ୍ମଗ୍ରହଣ କରିଥିବା ନୋବେଲ ପୁରସ୍କାର ବିଜେତା ମଲାଲା ୟୁସୁଫ୍‌ଜୟୀ ଶାହାରୁଖ୍‌ଙ୍କ ରିଲିଜ୍‌ ହୋଇଥିବା ଫିଲ୍ମ ଜିରୋକୁ ପୂରା ନମ୍ବର ଦେଇଥିବା ଜଣା ପଡ଼ିଛି । ରିଲିଜ୍‌ ପରେ ଫିଲ୍ମର କାହାଣୀ ଦର୍ଶକଙ୍କୁ ସେତେଟା ପସନ୍ଦ ଆସୁ ନଥିବା ଦେଖା ଯାଉଥିବା ବେଳେ ଆଗକୁ ଆସି ଜିରୋକୁ ଖୁବ୍‌ ପ୍ରଶଂସା କରିଛନ୍ତି ମଲାଲା । ଫିଲ୍ମରେ ଶାହାରୁଖ୍‌ଙ୍କ ଅଭିନୟକୁ ସେ ଏବଂ ତାଙ୍କ ପରିବାରର ସଦସ୍ୟ ପସନ୍ଦ କରିଥିବା ବେଳେ ସେ ଶାହାରୁଖ୍‌ଙ୍କୁ ଦେଖା କରିବାକୁ ଇଚ୍ଛା ଜାହିର କରିଛନ୍ତିି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.