କେବେ ବି ଦେଖିନଥିବେ ନୋରା ଫତେହୀଙ୍କ ଏମିତି ଦେଶୀ ଅନ୍ଦାଜ, ନୂଆ ଗୀତରେ ମଚେଇଲେ ଧମାଲ୍

ବଲିଉଡ ଅଭିନେତ୍ରୀ ନୋରା ଫତେହୀଙ୍କ ଡ୍ଯାନ୍ସ ସବୁବେଳେ ଚର୍ଚ୍ଚାରେ। ଏବେ ତାଙ୍କ ନୂଆ ଦେଶୀ ଅନ୍ଦାଜକୁ ନେଇ ପୁଣି ଚର୍ଚ୍ଚା। ନୋରାଙ୍କ ମ୍ଯୁଜିକ ଭିଡିଓ ‘ଛୋଡ୍ ଦେଙ୍ଗେ’ର ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି। ଗୀତର ନୂଆ ଲୁକ୍ କୁ ସୋସିଆଲ ମିଡିଆରେ ସେୟାର କରିବା ପରେ ନୋରାଙ୍କ ଫ୍ଯାନ ପାଗଳ ହୋଇପଡିଛନ୍ତି।

 

View this post on Instagram

 

A post shared by Nora Fatehi (@norafatehi)


ନୋରା ସେୟାର କରିଥିବା ମୋସନ ପୋଷ୍ଟର ଫୋକ୍ ଡ୍ଯାନ୍ସର ଅନ୍ଦାଜରେ ନଜର ଆସିଛନ୍ତି। ଏହି ପୋଷ୍ଟକୁ କିଛି ଘଣ୍ଟାରେ ଦେଢଲକ୍ଷରୁ ଅଧିକ ଭ୍ଯୁ ମିଳିଛି। ଏହି ଗୀତରେ ସୁଟିଂ ରାଜସ୍ଥାନରେ ହୋଇଛି। ଏହି ଗୀତକୁ ଅରବିନ୍ଦ ଖେରାଙ୍କ ଦ୍ବାରା ନିର୍ଦ୍ଦେଶିତ କରାଯାଇଛି। ଏହି ଗୀତ ୪ ଫେବ୍ରୁଆରୀକୁ ରିଲିଜ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.