ସୁସ୍ଥ ହେଉଛନ୍ତି କଣ୍ଠଶିଳ୍ପୀ ତପୁ ମିଶ୍ର, ସୂଚନା ଦେଲେ ଡାକ୍ତର

ଭୁବନେଶ୍ୱର, (କେନ୍ୟୁଜ) : ଓଡ଼ିଆ ଗାୟିକା ତପୁ ମିଶ୍ର ଏବେ ବିପଦ ମୁକ୍ତ । ତାଙ୍କର ଅକ୍ସିଜେନ୍‌ ସ୍ତରରେ ଉନ୍ନତି ଘଟିଛି ଏବଂ ସେ ସୁସ୍ଥ ହେଉଛନ୍ତି । ଏ ନେଇ କିଛି ସମୟ ପୂର୍ବରୁ ସୂଚନା ମିଳିଛି । ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଡାକ୍ତର ଏ କଥା ଜଣାଇଛନ୍ତି ।

ଓଡିଆ ଗାୟିକା ତପୁ ମିଶ୍ର ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେ ଆଇସିୟୁରେ ରହି ଚିକିତ୍ସିତ ହେଉଥିବା ସୂଚନା ରହିଛି। ଓଲିଉଡ୍‌ କଳାକାରଙ୍କ ସମେତ ତାଙ୍କର ଫ୍ୟାନ୍‌ମାନେ ତପୁଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

 

Leave A Reply

Your email address will not be published.