Categories: ମନୋରଂଜନ

ନିଜ ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ନେହା କକ୍କର, ଦେଖନ୍ତୁ ଟିକଟକର ଏହି ଟ୍ରେଣ୍ଡି ଭିଡିଓ

ସବୁଦିନ ଭଳି ଆଜି ବି ଆପଣ ଟିକଟକରେ ଅନେକ ଟ୍ରେଣ୍ଡି ଭିଡିଓ ଦେଖିଥିବେ। ଏହି ଭିଡିଓକୁ ଦେଖି ଆପଣ ଖୁବ୍ ଏହାର ମଜା ନିଅନ୍ତି। ଏହି ଟ୍ରେଣ୍ଡି ଭିଡିଓକୁ ଲୋକମାନେ ଖୁବ୍ ପସନ୍ଦ କରୁଛନ୍ତି। ଆଜି ଆମେ ଆପଣଙ୍କୁ ଜଣାଇବୁ ଟିକଟକରେ ଟ୍ରେଣ୍ଡ କରୁଥିବା କିଛି ଖାସ୍ ଭିଡିଓ।
ନେହା କକ୍କର ଟିକଟକରେ ବହୁତ ଆକ୍ଟିଭ୍ ରୁହନ୍ତି। ତାଙ୍କର ସବୁ ଗୀତ ବହୁତ ପପୁଲାର। ଟିକଟକରେ ବି ତାଙ୍କ ଗୀତରେ ଅନେକ ଭିଡିଓ ବନାଯାଉଛି। ସେହିପରି ନିଜେ ଗାଇଥିବା ଗୀତରେ ନେହା ନିଜେ ଭିଡିଓ ବନାଇଛନ୍ତି। ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।

ଦେଖନ୍ତୁ ଭିଡିଓ

ବିଗବସ୍ –୧୩ର କଣ୍ଟେଷ୍ଟେଣ୍ଟ ପାରସ ଛାବଡାଙ୍କର ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି। ଭାଇରାଲ ହେଉଥିବା ଏହି ଟିକଟକ ଭିଡିଓରେ ପାରସ୍ ଜଣେ ବ୍ୟକ୍ତିଙ୍କୁ ଚିଲାଉଥିବାର ଦେଖିବାକୁ ମିଳୁଛି।

ଦେଖନ୍ତୁ ସେହି ଭାଇରାଲ ଭିଡିଓ

ସେହିପରି ଟିକଟକ୍ ଷ୍ଟାର ଆଓ୍ଵାଜ୍ ଦରବାର କଲେ ବାଲା ଡ୍ୟାନ୍ସ। ଟିକଟକ୍ ଷ୍ଟାର ଏବଂ କୋରିଓଗ୍ରାଫର ଆଓ୍ଵାଜ୍ ଦରବାରଙ୍କ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ସେ ବାଲା ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳୁଛି।

କେଶ କାଟୁ କାଟୁ ଆସିଲା ଛିଙ୍କ ଆଉ ତାପରେ ଯାହା ହେଲା ତାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ମହିଳାଙ୍କ କେଶ ଜଣେ ବ୍ୟକ୍ତି କାଟୁଥିଲେ ଏହି ସମୟରେ ତାଙ୍କୁ ଛିଙ୍କ ଆସିଲା ତ ମହିଳାଙ୍କର କେଶ କଟିଗଲା ଆଉ ତାପରେ ବ୍ୟକ୍ତି କେମିତି ମ୍ୟାନେଜ୍ କରୁଛନ୍ତି ଦେଖନ୍ତୁ।

Pritiparna

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

8 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

22 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago