ବଲିଉଡ୍ର ଆଡଲ୍ଟ ମଡେଲ ପୁନମ୍ ପାଣ୍ଡେ ସୋସିଆଲ ମିଡିଆରେ ନିଜର ହଟ୍ ଏବଂ ସେକ୍ସି ଅନ୍ଦାଜରେ ପୁଣିଥରେ ନଜର ଆସିଛନ୍ତି। ସେ ଇଣ୍ଟରନେଟ୍ରେ ନିଜର ଲାଟେଷ୍ଟ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ଖୁବ୍ ବୋଲ୍ଡ ଲୁକ୍ ଦେଇଛନ୍ତି।
ପୁନମ୍ ପୁଣିଥରେ ନିଜର ଟପ୍ଲେସ୍ ଫଟୋ ଶେୟାର କରି ଲୋକଙ୍କୁ ଚକିତ କରାଇ ଦେଇଛନ୍ତି। ସବୁବେଳେ ଇଣ୍ଟରନେଟ୍ରେ ନିଜର Erotic Videos ଏବଂ Sexy Videos ଶେୟାର କରି ପୁନମ୍ ଚର୍ଚ୍ଚାରେ ରହିଥାଆନ୍ତି।
ଏହାସହ ପଢ଼ନ୍ତୁ: ବକ୍ସ ଅଫିସରେ ଧମାଲ କରୁଛି ‘କମାଣ୍ଡୋ ୩’, ତିନି ଦିନରେ କରିଛି ଭଲ ବ୍ୟବସାୟ
ପୁନମ୍ ନିଜ ଫଟୋ ଶେୟାର କରି କ୍ୟାପସନ୍ ଲେଖିଛନ୍ତି, ‘ଏ ହେଉଛି ମୋର ସବୁଠାରୁ ପସନ୍ଦର ଫଟୋ। କ’ଣ ଆପଣଙ୍କୁ ବି ଏହା ପସନ୍ଦ’? ନିଜର ଏହି ନଟି କ୍ୟାପସନ ସହ ପୁନମ୍ ପୁଣିଥରେ ଫ୍ୟାନ୍ସଙ୍କୁ ମତୁଆଲା କରୁଥିବା ଦେଖିବାକୁ ମିଳିଛି।
ପୁନମ୍ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ କରିଥାଆନ୍ତି। ସେ ନିଜର ଅଙ୍ଗ ପ୍ରଦର୍ଶନ କରି ଲୋକଙ୍କ ଭିତରେ ସେଣ୍ଟର ଅଫ୍ ଆଟ୍ରାକ୍ସନ ବନିଥାଆନ୍ତି। ଇନ୍ଷ୍ଟାଗ୍ରାମରେ ମଝିରେ ମଝିରେ ଲାଇଭ୍ ଆସି ନିଜ ଫ୍ୟାନ୍ମାନଙ୍କ ସହ କଥା ମଧ୍ୟ ହୋଇଥାଆନ୍ତି। ଏବେ ତାଙ୍କର ଫଟୋ ଖୁବ୍ ଭାଇରାଲ ହେଉଛି। ଆଉ ତାଙ୍କର ଜୋଶ୍ ଦେଖି ଲୋକେ ମଧ୍ୟ ଫିଦା ହୋଇଯାଉଛନ୍ତି।