କରୋନା ଆଇସୋଲେଶନ ଭିତରେ ବି ଲାଇଭ ଭିଡିଓ କରି ପରସ୍ପରକୁ କିସ କଲେ ପ୍ରିୟଙ୍କା ଓ ନିକ

ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନାସ କରୋନା ଆଇସୋଲେଶନ ଭିତରେ ପରସ୍ପରର କମ୍ପାନୀ ଏନଜୟ କରୁଛନ୍ତି । ଏବେ ଏହି ସେଲିବ୍ରିଟି ଯୋଡ଼ିଙ୍କ କିସ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି । ଏହା ଏକ ଲାଇଭ ଭିଡିଓ, ଯେଉଁଥିରେ ଦୁହେଁ ଦୁହିଁଙ୍କୁ କିସ କରୁଥିବା ନଜର ଆସୁଛନ୍ତି । ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରଲ ହୋଇଯାଇଛି ।

 

View this post on Instagram

 

Repot @jsistersnews loving couple ❤🔥👄 #priyankachopra #nickjonas #Np #couplegoals

A post shared by Khlimah Toyibah (@khlimahtoyibah) on

ଏହାସହିତ ପ୍ରିୟଙ୍କା ସ୍ୱାମୀ ନିକଙ୍କ ସହିତ ଏକ୍ସରସାଇଜ କରୁଥିବା ଭିଡିଓ ମଧ୍ୟ ସେୟାର କରିଛନ୍ତି । ଦୁହେଁ ଷ୍ଟେ ହୋମ କ୍ୟାପସନ ସହ ଭିଡିଓକୁ ନିଜ ନିଜ ଇନଷ୍ଟା ଷ୍ଟୋରୀରେ ପୋଷ୍ଟ କରିଛନ୍ତି । ତେବେ କେବଳ ଏହି ଯୋଡି ନୁହନ୍ତି, ଦୀପିକା-ରଣବୀର ସିଂ ଯୋଡି ବି କରୋନା ଆଉଟବ୍ରେକ ମଝିରେ ୱାର୍କଆଉଟ କରିବାକୁ ଭୁଲୁ ନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.