ପାଞ୍ଚକୋଟି ଋଣ ନ ସୁଝିପାରି ଜେଲ ଯାଇଥିଲେ ଏହି କମେଡିଆନ, ଏବେ ଫେରି ଫିଲ୍ମ ସୁଟିଂରେ ବ୍ୟସ୍ତ

ବଲିଉଡ ଫିଲ୍ମରେ କମେଡିଆନ ରାଜପାଲ ଯାଦବ ବେଶ ଜଣାଶୁଣା। ଗତ ତିନି ମାସ ହେବ ଜେଲରେ ରହିବା ପରେ ଏବେ ଫେରିଛନ୍ତି ରାଜପାଲ। ୫ କୋଟି ଟଙ୍କା ଋଣ ସୁଝି ନ ପାରିବାରୁ ଜେଲ ଯାଇଥିଲେ। ଏବେ ଫେରି ଫିଲ୍ମ ସୁଟିଂରେ ବ୍ୟସ୍ତ ହୋଇପଡିଛନ୍ତି। ରାଜପାଲଙ୍କ ଆଗାମୀ ଫିଲ୍ମ ‘କୁଲି ନଂ ୧, ବୋଲେ ଚୁଡିଆଁ, ଟାଇମ ଟୁ ଡ୍ୟାନ୍ସ’ ପାଇଁ କାମ ଆରମ୍ଭ କରିଦେଇଛନ୍ତି।

yadv

ଏହାସହ ପଢ଼ନ୍ତୁ ; ହଟ୍‌ ବିକିନୀକୁ ନେଇ ବିବାଦରେ ଫସିଗଲେ ବାଣୀ, ସୋସିଆଲ ମିଡିଆରେ ହେଉଛନ୍ତି ଟ୍ରୋଲ

ରାଜପାଲ କହିଛନ୍ତି, ପୂର୍ବ କାଳର ଫିଲ୍ମ ଏବଂ ଏବେକାର ଫିଲ୍ମ ମଧ୍ୟରେ ବହୁତ ଫରକ ରହିଛି। ଭଲ କାହାଣୀକୁ ନେଇ କାମ କରିବା ଭାଗ୍ୟର କଥା। ଯଦି ଭଲ କାହାଣୀ ମିଳିଯାଏ ତେବେ ବଜେଟ କୌଣସି ମହତ୍ୱ ରଖେ ନାହିଁ। ଭଗବାନ ଏବଂ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜପାଲ। ପ୍ରଶଂସକଙ୍କ ଭଲପାଇବା ମୋତେ ଆଜି ଏହି ସ୍ଥାନରେ ରଖିପାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.