ରାକ୍ଷୀ ସାଓ୍ଵନ୍ତ ଗିରଫ ! ବଢି ଚାଲିଛି ରାକ୍ଷୀ ସାଓ୍ଵନ୍ତଙ୍କ କଣ୍ଟ୍ରୋଭର୍ସି କ୍ୟାଲେଣ୍ଡର

ମୁମ୍ବାଇ : ପୁଣି ବିବାଦରେ ବିବାଦର ରାଣୀ ରାକ୍ଷୀ ସାଓ୍ଵନ୍ତ । ବଢି ଚାଲିଛି ରାକ୍ଷୀ ସାଓ୍ଵନ୍ତଙ୍କ କଣ୍ଟ୍ରୋଭର୍ସି କ୍ୟାଲେଣ୍ଡର । ମୁମ୍ବାଇ ଅମ୍ବାଲି ପୋଲିସ୍ ରାକ୍ଷୀଙ୍କୁ ଗିରଫ କରିଛି । ଅଭିନେତ୍ରୀ ସେର୍ଲିନ ଚୋପ୍ରାଙ୍କ ଅଭିଯୋଗ ପରେ ରାକ୍ଷୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ । କିଛି ଦିନ ପୂର୍ବେ ସେର୍ଲିନ ଚୋପ୍ରାଙ୍କ ଆପତ୍ତିଜନକ ଭିଡିଓ ଏବଂ ଫଟୋ ଭାଇରାଲ କରିଥିଲେ ରାକ୍ଷୀ । ଏନେଇ ରାକ୍ଷୀ ବିରୋଧରେ ଅଭିଯୋଗ କରିଥିଲେ ସେର୍ଲିନ