ମାଳଦ୍ବୀପରେ ଦେଖିବାକୁ ମିଳିଲା ରକୁଲପ୍ରୀତ ସିଂଙ୍କ ହଟ୍‌ ଗ୍ଲାମର ଫଟୋ, ଆପଣ ବି ଦେଖି ହୋଇଯିବେ ପାଗଳ

ବଲିଉଡ ଅଭିନେତ୍ରୀ ରକୁଲପ୍ରୀତ ସିଂହ ଏବେ ନିଜ ପରିବାର ସହିତ ମାଳଦ୍ୱୀପକୁ ଛୁଟି କଟାଇବାକୁ ଯାଇଛନ୍ତି । ନିଜର ଏହି ଟ୍ରିପ୍ ସମ୍ପର୍କରେ ସୂଚନା ଦେଇ ସେ କିଛି ଫଟୋ ଫ୍ୟାନ୍ସମାନଙ୍କ ସହ ସେୟାର କରିଛନ୍ତି । ସେ ଏମିତିରେ ଲଗାତର ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ସେୟାର କରନ୍ତି । ହେଲେ ଏଥରର ଫଟୋ ଟିକେ ନିଆରା ।

ରକୁଲ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅନେକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଅରେଞ୍ଜ କଲର ବିକିନିରେ ନଜର ଆସୁଛନ୍ତି । ଏହି ଫଟୋ ସେୟାର କରି ସେ କହିଛନ୍ତି କି ଏହି ଫଟୋ ତାଙ୍କ ଡାଡି କ୍ଲିକ୍ କରିଛନ୍ତି । ରକୁଲଙ୍କ ଏହି ଫଟୋକୁ ଫ୍ୟାନ୍ସ ଖୁବ୍ ପସନ୍ଦ କରିବା ସହ କମେଣ୍ଟ ମଧ୍ୟ କରୁଛନ୍ତି ।

 

View this post on Instagram

 

A post shared by Rakul Singh (@rakulpreet)

ଅଭିନେତ୍ରୀଙ୍କ ଏହି ଫଟୋ ଇଣ୍ଟରନେଟରେ ଭାଇରାଲ ହେଉଛି । ଲୋକଙ୍କୁ ତାଙ୍କ ବୋଲ୍ଡ ଅନ୍ଦାଜ ବହୁତ ପସନ୍ଦ ଆସୁଛି । ଏହା ପୂର୍ବରୁ ରକୁଲପ୍ରୀତ ଗ୍ରୀନ୍ କଲର ସ୍ୱିମିସୁଟରେ ନିଜ ଫଟୋ ପୋଷ୍ଟ କରିଥିଲେ । ଏହି ଫୋଟକୁ ମଧ୍ୟ ଲୋକମାନେ ଖୁବ୍ ପସନ୍ଦ କରିଥିଲେ । ମାଳଦ୍ୱୀପ ଭ୍ୟାକେସନରେ ଥିବା ରକୁଲ ପ୍ରୀତ୍ ନିଜ ଭାଇମାନଙ୍କ ସହ ବହୁତ ମଜା କରୁଛନ୍ତି । ଏହି ଫଟୋକୁ ଦେଖି ଏହା ସ୍ପଷ୍ଟ ଜଣାପଡୁଛି । ପ୍ରକାଶଯୋଗ୍ୟ ଯେ ଏବେ ବଲିଉଡର ଡଜନେରୁ ଅଧିକ କଳାକାର ମାଳଦ୍ୱୀପ ଛୁଟି କଟାଉଥିବା ଜାଣିବାକୁ ମିଳିଛି ।

Leave A Reply

Your email address will not be published.