ମନୋରଂଜନ

ଏହି ଫିଲ୍ମଗୁଡ଼ିକରେ ବୋଲ୍ଡନେସର ସବୁ ସୀମା ପାର କରିଦେଇଥିଲେ ରେଖା, କେବେ ବି ପରଦାକୁ ଆସିପାରିଲା ନାହିଁ ଏମିତି ଇଣ୍ଟିମେଟ ସିନ୍ସ

ବଲିଉଡର ଏଭରଗ୍ରୀନ ଅଭିନେତ୍ରୀ ରେଖା ନିଜ ପର୍ସନାଲ ଏବଂ ପ୍ରଫେସନାଲ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ରେଖା ନିଜ ୪୦ ବର୍ଷର ଲମ୍ବା କ୍ୟାରିୟର ଭିତରେ ଅନେଇ ସୁପରହିଟ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ସେ ନିଜର ଦମଦାର ଅଭିନୟ ଯୋଗୁ ଦର୍ଶକ ମହଲରେ ବେଶ ଲୋକପ୍ରିୟ ହୋଇଯାଇଥିଲେ। ତେବେ ରେଖା ଏମିତି ବି କିଛି ଫିଲ୍ମ କରିଛନ୍ତି, ଯେଉଁଥିରେ ତାଙ୍କର ବୋଲ୍ଡ ଅବତାର ଦେଖିବାକୁ ମିଳେ। ଆଉ କିଛି ଫିଲ୍ମ ସୀମାଠାରୁ ଅଧିକ ବୋଲ୍ଡନେସ ଯୋଗୁ ପରଦା ଉପରକୁ ଆସିପାରି ନାହିଁ। କିନ୍ତୁ ରେଖା ଦେଇଥିବା ବୋଲ୍ଡ ସିନଗୁଡ଼ିକ ବହୁତ ଭାଇରଲ ହୋଇଛି।

photo credit: India.com

କୁହାଯାଏ କି, ଗୋଟିଏ ସମୟରେ ରେଖା ନିଜର ହଟ ଅବତାରରେ ବଲିଉଡରେ ନିଆଁ ଲଗାଇ ଦେଇଥିଲେ। ରେଖା ‘କାମସୂତ୍ର’ ନାମକ ଫିଲ୍ମରେ କାମ କରିଥିଲେ। ଏଥିରେ ସେ ଶିକ୍ଷୟିତ୍ରୀର ଚରିତ୍ର ନିଭାଇଥିଲେ। କିନ୍ତୁ ଏହି ଫିଲ୍ମ କେବେ ବି ପରଦା ଉପରକୁ ଆସିପାରି ନ ଥିଲା। ଫିଲ୍ମର କିଛି ଇନସାଇଡ ସିନ୍ସ ଖୁବ ଭାଇରଲ ହୋଇଥିଲା।

ଏହାପରେ ରେଖା ‘ଉତ୍ସବ’ ନାମକ ଫିଲ୍ମରେ କାମ କରି ବୋଲ୍ଡନେସର ସବୁ ସୀମା ପାର କରିଦେଇଥିଲେ। ଏଥିରେ ସେ ଶେଖର ସୁମନଙ୍କ ସହିତ ବୋଲ୍ଡ ସିନ ଦେଇଥିଲେ। ଏତିକି ନୁହେଁ, ବଲିଉଡ ଅଭିନେତା ଓମ ପୁରୀଙ୍କ ସହିତ ବି ରେଖା ଖୁବ ଇଣ୍ଟିମେଟ ସିନ୍ସ ଦେଇଛନ୍ତି। ଫିଲ୍ମ ‘ଆସ୍ଥା’ରେ ଦୁହେଁ ଏକାଠି କାମ କରିଥିଲେ। ଏହି ସିନକୁ ଆଜି ବି ସୋସିଆଲ ମିଡିଆରେ ସର୍ଚ୍ଚ କରାଯାଉଛି।

photo credit: India.com

କହି ରଖୁଛୁ, ରେଖା ନିଜ ଫିଲ୍ମ କ୍ୟାରିୟର ଜଣେ ଶିଶୁ କଳାକାର ରୂପେ ଆରମ୍ଭ କରିଥିଲେ। ୧୯୬୬ରେ ସେ ତେଲୁଗୁ ଫିଲ୍ମ ରଂଗୁଲା ରତଲାମରୁ କାମ ଆରମ୍ଭ କରିଥିଲେ। ମୁଖ୍ୟ ଅଭିନେତ୍ରୀ ରୂପେ ତାଙ୍କର ଡେବ୍ୟୁ ୪ ବର୍ଷ ପରେ ଫିଲ୍ମ ସାୱନ ଭାଦୋରୁ ହୋଇଥିଲା।

Roshni

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago